ଭୟଙ୍କର ଭୂସ୍ଖଳନ, ୨୨ ମୃତ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ । ନଦୀ କୂଳ ଲଙ୍ଘିବାରୁ କେନ୍ଦ୍ରୀୟ ଭେନଜୁଏଲାରେ ବ୍ୟାପକ ଭୂସ୍ଖଳନ ହୋଇଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ଦକ୍ଷିଣ ଆମେରିକାରେ ପ୍ରବଳ ବର୍ଷା ଯୋଗୁ ଏଭଳି ଘଟିଥିବା ସରକାରୀ ଅଧିକାରୀମାନେ କହିଛନ୍ତି । ଗତ କିଛି ଦିନ ହେବ ଭେନଜୁଏଲାରେ ପ୍ରବଳ ବର୍ଷା ଜାରି ରହିଛି । ଏଥିଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । […]

landslide

landslide

Madhupriya Mistry
  • Published: Monday, 10 October 2022
  • Updated: 10 October 2022, 10:28 AM IST

Sports

Latest News

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ । ନଦୀ କୂଳ ଲଙ୍ଘିବାରୁ କେନ୍ଦ୍ରୀୟ ଭେନଜୁଏଲାରେ ବ୍ୟାପକ ଭୂସ୍ଖଳନ ହୋଇଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ଦକ୍ଷିଣ ଆମେରିକାରେ ପ୍ରବଳ ବର୍ଷା ଯୋଗୁ ଏଭଳି ଘଟିଥିବା ସରକାରୀ ଅଧିକାରୀମାନେ କହିଛନ୍ତି ।

ଗତ କିଛି ଦିନ ହେବ ଭେନଜୁଏଲାରେ ପ୍ରବଳ ବର୍ଷା ଜାରି ରହିଛି । ଏଥିଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ଅଧିକାଂଶ ଲୋକଙ୍କ ପ୍ରାଣହାନୀ ଘଟିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭେନଜୁଏଲା ଉପରାଷ୍ଟ୍ରପତି ଡେଲ୍‌ସି ରଡ୍‌ରିଗେସ୍ ଏନେଇ ସୂଚନା ଦେଇଛନ୍ତି ।

https://twitter.com/ANI/status/1579214966149693440?s=20&t=6GZIByStYn3AXrGbR7l5Bg

ଭୂସ୍ଖଳନ ଯୋଗୁଁ ଘରବାଡ଼ି ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ନଷ୍ଟ ହୋଇଯାଇଛି। ପାହାଡ ଉପରୁ ମାଟି ଅତଡା ଖସି ଘରଦ୍ୱାର ସବୁ କାଦୁଅ ତଳେ ପୋତି ହୋଇଯାଇଛି । ରାସ୍ତାରେ ବିରାଟ ବଡ ବଡ ଗଛ ଉପୁଡି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି ।

ଉପରାଷ୍ଟ୍ରପତିଙ୍କ କହିବା ମୁତାବକ, ମଧ୍ୟ ଭେନଜୁଏଲାର ୫ଟି ଛୋଟ ଛୋଟ ନଦୀରେ ବନ୍ୟା ଆସିଛି । ପୂରା ସହରରେ ଏବେ ବି କାଦୁଅ ଓ ମାଟି ତଳେ ଅନେକ ଲୋକ ଦବି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି ।

ସନ୍ଧାନୀ କୁକୁରଙ୍କ ସହିତ ଉଦ୍ଧାର କାର‌୍ୟ୍ୟରେ ପ୍ରାୟ ୧୦୦୦ ଲୋକ ନିୟୋଜିତ ହୋଇଥିବା କଥା ଗୃହ ଓ ବିଚାର ବିଭାଗୀୟ ମନ୍ତ୍ରୀ ରିମିଜିଓ ସିବା‌ଲସ୍ କହିଛନ୍ତି। ସେ ନିଜେ ମଧ୍ୟ ଉଦ୍ଧାର କାର‌୍ୟ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story