ଜି.ଏମ୍ କଲେଜକୁ ’ନାକ୍’ର ଏ ଗ୍ରେଡ୍; ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ସୁପାରିଶ

ସମ୍ୱଲପୁର: ସମ୍ୱଲପୁରର ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜକୁ ’ନାକ୍’ ଏ ଗ୍ରେଡ୍ ମାନ୍ୟତା ଦେଇଛି। ଏହାକୁ ନେଇ ଛାତ୍ରଛାତ୍ରୀ,ଅଧ୍ୟାପକ ଓ କର୍ମଚାରୀମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଜି.ଏମ୍ କଲେଜକୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ମଧ୍ୟ ନାକ ସୁପାରିଶ କରିଛି କଲେଜର ଉପାଧ୍ୟକ୍ଷ କାମଦେବ ସାହୁ କହିଛନ୍ତି। ଏ ଗ୍ରେଡ ପାଇବା ପରେ କଲେଜର ବିକାଶ ପାଇଁ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ମିଳିବ ଓ କଲେଜର ବିକାଶରେ ଅର୍ଥ ବାଧକ ହେବ ନାହିଁ ବୋଲି […]

gm college

gm college

Rakesh Mallick
  • Published: Monday, 11 May 2015
  • Updated: 11 May 2015, 10:40 AM IST

Sports

Latest News

ସମ୍ୱଲପୁର: ସମ୍ୱଲପୁରର ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜକୁ ’ନାକ୍’ ଏ ଗ୍ରେଡ୍ ମାନ୍ୟତା ଦେଇଛି। ଏହାକୁ ନେଇ ଛାତ୍ରଛାତ୍ରୀ,ଅଧ୍ୟାପକ ଓ କର୍ମଚାରୀମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଜି.ଏମ୍ କଲେଜକୁ ଏକକ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ମଧ୍ୟ ନାକ ସୁପାରିଶ କରିଛି କଲେଜର ଉପାଧ୍ୟକ୍ଷ କାମଦେବ ସାହୁ କହିଛନ୍ତି।

ଏ ଗ୍ରେଡ ପାଇବା ପରେ କଲେଜର ବିକାଶ ପାଇଁ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ମିଳିବ ଓ କଲେଜର ବିକାଶରେ ଅର୍ଥ ବାଧକ ହେବ ନାହିଁ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।  ବର୍ଷକୁ ପ୍ରାୟ ୩ କୋଟିରୁ ଅଧିକ ଆର୍ଥିକ ଅନୁଦାନ ମିଳିବ।

ଏହା ପୂର୍ବରୁ ଗତ ୨୦୦୫ ମସିହାରେ ’ନାକ୍’ ଟିମ୍ କଲେଜ ପରିଦର୍ଶନରେ ଆସିଥିଲେ। ସେତେବେଳେ କଲେଜକୁ ’ବି ଗ୍ରେଡ୍’ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story