ମାଟ୍ରିକ ପରୀକ୍ଷା: ବାଲେଶ୍ୱରରେ ସର୍ବାଧିକ ୯୧.୫୮%, ମାଲକାନଗିରିରେ ସର୍ବନିମ୍ନ ୬୦%

ଭୁବନେଶ୍ୱର: ଆଜି ପ୍ରକାଶ ପାଇଥିବା ମାଟ୍ରିକ ରେଜଲ୍ଟ। ମୋଟ ୮୨.୫୬ % ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ପାସ୍ ହାରକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ୧୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ଜିଲ୍ଲା। ଏବଂ ଅନ୍ୟଟି ହେଲା ୧୦ ହଜାରରୁ କମ୍ ପିଲା ପରୀକ୍ଷା ଦେଇଥିବା ଜିଲ୍ଲା । ୧୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ବର୍ଗରେ ବାଲେଶ୍ୱର ଜିଲ୍ଲାର ସଫଳତା ହାର ସର୍ବାଧିକ ରହିଛି। ଏହି ଜିଲ୍ଲାର ସଫଳତା […]

result6

result6

Rakesh Mallick
  • Published: Wednesday, 06 May 2015
  • Updated: 06 May 2015, 06:02 AM IST

Sports

Latest News

ଭୁବନେଶ୍ୱର: ଆଜି ପ୍ରକାଶ ପାଇଥିବା ମାଟ୍ରିକ ରେଜଲ୍ଟ। ମୋଟ ୮୨.୫୬ % ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ପାସ୍ ହାରକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ୧୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ଜିଲ୍ଲା। ଏବଂ ଅନ୍ୟଟି ହେଲା ୧୦ ହଜାରରୁ କମ୍ ପିଲା ପରୀକ୍ଷା ଦେଇଥିବା ଜିଲ୍ଲା । ୧୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିବା ବର୍ଗରେ ବାଲେଶ୍ୱର ଜିଲ୍ଲାର ସଫଳତା ହାର ସର୍ବାଧିକ ରହିଛି। ଏହି ଜିଲ୍ଲାର ସଫଳତା ହାର ରହିଛି ୯୧.୫୮%। ଏହି ବର୍ଗରେ ବରଗଡ଼ ଜିଲ୍ଲା ପାସ୍ ହାର ସବୁଠୁ କମ୍ ରହିଛି। ଏହି ଜିଲ୍ଲାରେ ପାସ୍ ହାର ରହିଛି ୭୨.୧୫%।

ସେହିପରି ୧୦ ହଜାରରୁ କମ୍ ପିଲା ପରୀକ୍ଷା ଦେଇଥିବା ବର୍ଗରେ ଦେବଗଡ଼ ଜିଲ୍ଲାର ସଫଳତା ହାର ସର୍ବାଧିକ ରହିଛି । ଏହି ଜିଲ୍ଲାରେ ମୋଟ ୯୩.୭୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ଏହି ବର୍ଗରେ ମାଲକାନଗିରି ଜିଲ୍ଲାର ସଫଳତା ହାର ସର୍ବନିମ୍ନ ରହିଛି । ଏହି ଜିଲ୍ଲାରେ ପାସ୍ ହାର ରହିଛି ୬୦% ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story