'ନିଜ କର୍ମୀଙ୍କ ହାତରେ ଭତ୍ତା ଟଙ୍କା ଦେଇ ଗରିବ ଲୋକଙ୍କଠୁ କମିସନ ନେବେ ବିଜେଡି କର୍ମୀ'

'ନିଜ କର୍ମୀଙ୍କ ହାତରେ ଭତ୍ତା ଟଙ୍କା ଦେଇ ଗରିବ ଲୋକଙ୍କଠୁ ପାଉଣା ନେବେ ବିଜେଡି କର୍ମୀ, ପୋଷ୍ଟ ଅଫିସ ଆକାଉଣ୍ଟରେ ଭତ୍ତା ଟଙ୍କା ଦେବା କଥା, କିନ୍ତୁ ତାହା ନ କରି ପୁଣି ହାତରେ ଦେବାକୁ ଯାଉଛି ବିଜେଡି।' ଯାହାକୁ ନେଇ ଏଭଳି କହିଛନ୍ତି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।

Manoj Swain
  • Published: Friday, 26 May 2023
  • Updated: 26 May 2023, 01:27 PM IST

Sports

Latest News

'ନିଜ କର୍ମୀଙ୍କ ହାତରେ ଭତ୍ତା ଟଙ୍କା ଦେଇ ଗରିବ ଲୋକଙ୍କଠୁ କମିସନ ନେବେ ବିଜେଡି କର୍ମୀ, ପୋଷ୍ଟ ଅଫିସ ଆକାଉଣ୍ଟରେ ଭତ୍ତା ଟଙ୍କା ଦେବା କଥା, କିନ୍ତୁ ତାହା ନ କରି ପୁଣି ହାତରେ ଦେବାକୁ ଯାଉଛି ବିଜେଡି।' ଯାହାକୁ ନେଇ ଏଭଳି କହିଛନ୍ତି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos