'ନିଜ କର୍ମୀଙ୍କ ହାତରେ ଭତ୍ତା ଟଙ୍କା ଦେଇ ଗରିବ ଲୋକଙ୍କଠୁ କମିସନ ନେବେ ବିଜେଡି କର୍ମୀ, ପୋଷ୍ଟ ଅଫିସ ଆକାଉଣ୍ଟରେ ଭତ୍ତା ଟଙ୍କା ଦେବା କଥା, କିନ୍ତୁ ତାହା ନ କରି ପୁଣି ହାତରେ ଦେବାକୁ ଯାଉଛି ବିଜେଡି।' ଯାହାକୁ ନେଇ ଏଭଳି କହିଛନ୍ତି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
୧୭ ବର୍ଷ ହେଲା ମଳଦ୍ବାର ବନ୍ଦ
୧୭ ବର୍ଷ ହେଲାଣି ମଳଦ୍ବାର ବନ୍ଦ, ଅପରେସନ କରି ପେଟ ପଟୁ କରାଯାଇଛି ଅସ୍ବାଭାବିକ ମଳଦ୍ବାର। ଆଜିକୁ ୧୭ ବର୍ଷ ହେବ ଏକ ଅଭିଷପ୍ତ ଜୀବନ ବିତାଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ରଂଜନ ଷଣ୍ଢ।
Odisha
‘ବିଜେଡି ଭଳି ଅନ୍ୟ ଦଳ ବି ଯୋଗ ଦିଅନ୍ତୁ’
‘ବିଜେଡି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ବିଜେଡି ଭଳି ଅନ୍ୟ ଦଳ ବି ଯୋଗ ଦିଅନ୍ତୁ। ସ୍ୱାଧୀନତା ପାଇଁ ସମସ୍ତେ ଲଢ଼ିଥିଲେ, କୌଣସି ଗୋଟିଏ ଦଳ ନୁହେଁ’ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସଂସଦ ଭବନ ଉଦଘାଟନ ଉତ୍ସବରେ ବିଜେଡି ଯୋଗ ଦେବା ନିଷ୍ପତ୍ତି ନେବା ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
Odisha
‘ମୋ ପୁଅ ଲୋ..ମୁଁ ଦେଖିପାରୁନି’
ବାଣୀବିହାର କ୍ୟାମ୍ପସ ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ପଛପଟେ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ କାଳିଆ। କାଳିଆ ତାଙ୍କ ପରିବାରଙ୍କ ସହ ବାଣୀବିହାର କ୍ୟାମ୍ପସରେ ରୁହନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
Odisha
ଫଟୋ କହୁଛି ସତ, ମନ୍ତ୍ରୀ କହୁଛନ୍ତି ମିଛ
ଘରେ ନପଶୁଣୁ, ମୁଣ୍ଡରେ ବାଜିଲାଣି ଚାଳ। ବିଭାଗ ନେଉ ନେଉ ବିବାଦରେ ଶ୍ରମମନ୍ତ୍ରୀ। ଶପଥ ନେବାର କିଛି ମୂହୂର୍ତ୍ତ ପରେ ଭାଇରାଲ ହେଲା ସେଲ୍ଫି। ଏ ଫଟୋ ସେହି ଦିନର, ଯେଉଁଦିନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଉଥଲେ ଶ୍ରମମନ୍ତ୍ରୀ ସାରଦା ନାୟକ। ଖୁସିରେ ମିଶୁଛନ୍ତି, ହୃଦୟ ଖୋଲି ଆଶିଷ ଢାଳୁଛନ୍ତି।