ଅଟୋ-ଆମ୍ବୁଲାନ୍ସ ଧକ୍କା, ୨ ମୃତ ଓ ୮ ଗୁରୁତର

ବଣାଇ(ଓଡ଼ିଶା ରିପୋର୍ଟର): ହାଟ ସାରି ଅଟୋରେ ଗାଁକୁ ଫେରୁଥିଲେ। ଅଳ୍ପ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ। ହେଲେ ବାଟରେ ଏକ ଆମ୍ବୁଲାନ୍ସ ସହ ଅଟୋର ମୁହାଁମୁହିଁ ଧକ୍କା ହେଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ ଲହୁଣୀପଡ଼ା ଥାନାର ପୋଇଗା ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ମାଳତୀ କିସାନ(୫୫) ଓ ପ୍ରିୟଙ୍କା ସାହୁ(୧୮)। ସେମାନେ […]

AUto

AUto

Niranjan Mishra
  • Published: Monday, 06 June 2022
  • Updated: 06 June 2022, 08:56 PM IST

Sports

Latest News

ବଣାଇ(ଓଡ଼ିଶା ରିପୋର୍ଟର): ହାଟ ସାରି ଅଟୋରେ ଗାଁକୁ ଫେରୁଥିଲେ। ଅଳ୍ପ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ। ହେଲେ ବାଟରେ ଏକ ଆମ୍ବୁଲାନ୍ସ ସହ ଅଟୋର ମୁହାଁମୁହିଁ ଧକ୍କା ହେଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ ଲହୁଣୀପଡ଼ା ଥାନାର ପୋଇଗା ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ମାଳତୀ କିସାନ(୫୫) ଓ ପ୍ରିୟଙ୍କା ସାହୁ(୧୮)। ସେମାନେ ବଣାଇରେ ହାଟ ସାରି ନିଜ ଗ୍ରାମ ପୋଇ ଓ ରାଇକଲା ପୋଷକୁ ଫେରୁଥିଲେ।

[caption id="attachment_739504" align="aligncenter" width="650"]Accident ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସ[/caption]

ଏହି ଦୁର୍ଘଟଣା ଖୁବ୍‌ ଭୟଙ୍କର ଥିଲା। ଉଭୟ ଗାଡ଼ି ପରସ୍ପରକୁ ଧକ୍କା ଦେବା ପରେ ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନା ପଠାଇଥିଲେ।  ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବଣାଇ ଡାକ୍ତରଖାନାରେ ଗୁରୁତରମାନଙ୍କର ଚିକିତ୍ସା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story