ବର୍ଷାଙ୍କ ଏତଲା: ଫେସବୁକ୍‌କୁ ତଥ୍ୟ ମାଗିଲା ପୁଲିସ

କଟକ(ଓଡ଼ିଶା ରିପୋର୍ଟର): ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟୀପଣି ଦେବା ଅଭିଯୋଗ ମାମଲାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୁଲିସ। ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡ଼ା ନାମକ ଏକ ଫେସବୁକ ଆକାଉଣ୍ଟରୁ ବିଭିନ୍ନ ଅସମ୍ମାନ ଜନକ ଟୀପଣି ଦିଆଯାଉଥିବା ନେଇ ସାଇବର ଥାନାରେ ବର୍ଷା ଅଭିଯୋଗ କରିଥିଲେ। ଏହି ଫେସବୁକ ଆକାଉଣ୍ଟ କେଉଁଠାରୁ ଆଉ କିଏ ଏହାକୁ ଅପରେଟ କରୁଛି ସେ ନେଇ ଜାଣିବା ପାଇଁ କଟକ ସାଇବର […]

Brarsa-Anubhaba

Brarsa-Anubhaba

Niranjan Mishra
  • Published: Friday, 03 June 2022
  • Updated: 03 June 2022, 04:52 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟୀପଣି ଦେବା ଅଭିଯୋଗ ମାମଲାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୁଲିସ। ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡ଼ା ନାମକ ଏକ ଫେସବୁକ ଆକାଉଣ୍ଟରୁ ବିଭିନ୍ନ ଅସମ୍ମାନ ଜନକ ଟୀପଣି ଦିଆଯାଉଥିବା ନେଇ ସାଇବର ଥାନାରେ ବର୍ଷା ଅଭିଯୋଗ କରିଥିଲେ। ଏହି ଫେସବୁକ ଆକାଉଣ୍ଟ କେଉଁଠାରୁ ଆଉ କିଏ ଏହାକୁ ଅପରେଟ କରୁଛି ସେ ନେଇ ଜାଣିବା ପାଇଁ କଟକ ସାଇବର ଥାନା ପୁଲିସ ଫେସବୁକକୁ ଚିଠି ଲେଖିଥିବା ଜଣାପଡ଼ିଛି। ତଥ୍ୟ ପାଇବା ପରେ ଆକାଉଣ୍ଟଧାରୀକୁ ଧରିବାକୁ ପୁଲିସ ପଦେକ୍ଷପ ନେବ ବୋଲି ଜଣାପଡ଼ିଛି।

ସୂଚନା ଥାଉକି, ଗତ ୨୫ ତାରିଖରେ ବର୍ଷା ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଦିଆଯାଇଥିବା ବିଭିନ୍ନ ଅସମ୍ମାନଜନକ ଟୀପଣିର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଲୋଡ଼ିଥିଲେ। ଅନୁଭବ ଗୋଟାଏ ପରେ ଗୋଟାଏ ମୋଟ ୩ଟି ଭିଡ଼ିଓ କରି ସୋସିଆଲ ମିଡ଼ିଆ ଓ ୟୁଟୁବରେ ଛାଡ଼ିବା ପରେ ବର୍ଷା ଏହି ଏତଲା ଦେଇଥିଲେ। ପରେ ବର୍ଷା ହାଇକୋର୍ଟ ଯାଇଥିଲେ। କୋର୍ଟ ଉଭୟ ଅନୁଭବ ଓ ବର୍ଷାଙ୍କୁ ସୋସିଆଲ ମିଡ଼ିଆରେ ପରସ୍ପର ବିରୋଧରେ ଆପତ୍ତିଜନକ ଟୀପଣି ଦେବାରୁ ବିରତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣେ ଗତକାଲି ବର୍ଷାଙ୍କୁ କଟକ ଏସଡିଜେଏମ୍ କୋର୍ଟ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପାରିବାରିକ ବିବାଦ ସମାଧାନ ନ ହୋଇ ଦିନକୁ ଦିନ ରୋଚକ ମୋଡ଼ ଆଡ଼କୁ ଗତି କରୁଛି। ଫିଲ୍ମ ସୁପରଷ୍ଟାର ହେବା ପରେ ବର୍ଷା ପ୍ରୀୟଦର୍ଶନୀ ଓ ଅନୁଭବ ମହାନ୍ତି ବିବାହ କରିଥିଲେ। ପରେ ଅନୁଭବ ବିଜେଡ଼ି ଟିକେଟରୁ ଲଢ଼ି କେନ୍ଦ୍ରାପଡ଼ା ସାଂସଦ ହୋଇଛନ୍ତି। ଯାହା ପରେ ସେମାନଙ୍କ ଭିତରେ ଥିବା ଫାଟ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା। ଉଭୟଙ୍କ ବିବାହ ବିଚ୍ଛେଦ ନେଇ ମାମଲା କୋର୍ଟକୁ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story