ଢ଼େଙ୍କାନାଳ : ମେଘା ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ

ଢ଼େଙ୍କାନାଳ : ଢ଼େଙ୍କାନାଳ ସଦର ରେଞ୍ଜରର ମେଘା ଜଙ୍ଗଲରେ ଦୁଇ ବର୍ଷର ହାତୀ ଛୁଆର ମୃତ୍ୟୁର ମୃତ୍ୟୁ ହୋଇଛି। ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ବନ ବିଭାଗ ଅନୁମାନ କରୁଛି। ମୃତେଦହକୁ ଜବତ କରି ବ୍ୟବଚ୍ଛେଦ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହାତୀଛୁଆର ମୃତ୍ୟୁର  ସଠିକ କାରଣ ଜଣାପଡିବ ବୋଲି  ଢେଙ୍କାନାଳ ଡିଏଫ୍‌ଓ ପ୍ରଦୀପ ସାହୁ କହିଛନ୍ତି।

Elephant death at Megha

Elephant death at Megha

Rakesh Mallick
  • Published: Monday, 11 May 2015
  • Updated: 11 May 2015, 08:55 AM IST

Sports

Latest News

ଢ଼େଙ୍କାନାଳ : ଢ଼େଙ୍କାନାଳ ସଦର ରେଞ୍ଜରର ମେଘା ଜଙ୍ଗଲରେ ଦୁଇ ବର୍ଷର ହାତୀ ଛୁଆର ମୃତ୍ୟୁର ମୃତ୍ୟୁ ହୋଇଛି। ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ବନ ବିଭାଗ ଅନୁମାନ କରୁଛି। ମୃତେଦହକୁ ଜବତ କରି ବ୍ୟବଚ୍ଛେଦ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହାତୀଛୁଆର ମୃତ୍ୟୁର  ସଠିକ କାରଣ ଜଣାପଡିବ ବୋଲି  ଢେଙ୍କାନାଳ ଡିଏଫ୍‌ଓ ପ୍ରଦୀପ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos