ଚାର୍ଜସିଟ୍ ଦାଖଲ କରିପାରିଲାନି ଭିଜିଲାନ୍ସ, ତ୍ରିନାଥଙ୍କୁ ମିଳିଗଲା ଜାମିନ

କଟକ(ଓଡ଼ିଶା ରିପୋର୍ଟର): ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ଦେଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ୬୦ ଦିନ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ ନ କରିପାରିବାରୁ ଶ୍ରୀ ମିଶ୍ରଙ୍କୁ ଜାମିନ ମିଳିଛି। ତେବେ ପ୍ରମାଣ ନଷ୍ଟ ନ କରିବା ସହ ଅନ୍ୟାନ୍ୟ ସର୍ତ୍ତ ରଖିଛନ୍ତି ଭିଜିଲାନ୍ସ କୋର୍ଟ। ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ପରେ ରାଜ୍ୟ ସରକାର ତାଙ୍କୁ […]

Trinatha-ASP

Trinatha-ASP

Niranjan Mishra
  • Published: Monday, 18 April 2022
  • Updated: 18 April 2022, 06:59 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ଦେଲେ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ୬୦ ଦିନ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ ନ କରିପାରିବାରୁ ଶ୍ରୀ ମିଶ୍ରଙ୍କୁ ଜାମିନ ମିଳିଛି। ତେବେ ପ୍ରମାଣ ନଷ୍ଟ ନ କରିବା ସହ ଅନ୍ୟାନ୍ୟ ସର୍ତ୍ତ ରଖିଛନ୍ତି ଭିଜିଲାନ୍ସ କୋର୍ଟ।

ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ପରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ।

ଫେବୃଆରୀ ୧୫ ତାରିଖରେ ଶ୍ରୀ ମିଶ୍ରଙ୍କ ତୁଳସୀପୁର ଅଫିସ୍ ଓ ସରକାରୀ ବାସଭବନ ସମେତ ୧୧ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା। ଏଥିରେ ଭିଜିଲାନ୍ସ ତାଙ୍କର ମୋଟ ୧୧ କୋଟି ୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ସେଥିରୁ ୮ କୋଟି ୬ ଲକ୍ଷ ଆୟ ବର୍ହିଭୂତ ସମ୍ପତ୍ତି ଥିଲା।

ଶ୍ରୀ ମିଶ୍ରଙ୍କ ଠାରୁ ୧ କୋଟି ୧୦ ଲକ୍ଷ ଟଙ୍କାର ଏକ ବିଏମଡବ୍ଲୁ କାର ସହିତ ୧୭ ଲକ୍ଷର ହୁଣ୍ଡାଇ କ୍ରେଟା କାର, ମାରୁତି ବାଲେନୋ କାର୍, ସେଭ୍ରୋଲେ ଟ୍ରେଲବ୍ଲେଜର କାର୍ ଏବଂ ୫.୩ ଲକ୍ଷର GTR 250 ହୋସୁଙ୍ଗ ବାଇକ, ୧ ଲକ୍ଷ ୭୫ ହଜାର ଟଙ୍କା ମୂଲ୍ୟର ବୁଲେଟ ଓ ୨୦ ଲକ୍ଷ ଟଙ୍କାର ଟ୍ରମ୍ଫ ରକେଟ ବାଇକ୍ ଜବତ କରାଯାଇଥିଲା।

ଏହି ଘଟଣାରେ ଶ୍ରୀମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story