ଶ୍ରୀ ଜଗନ୍ନାଥ ଦାରୁଙ୍କ ଚଉପଟ କାର୍ଯ୍ୟ ଆରମ୍ଭ

ଜଗତସିଂହପୁର: ରଘୁନାଥପୁର ଖରିପଡ଼ିଆ ଠାରେ  ଜଗନ୍ନାଥଙ୍କ ଦାରୁ ଭୂପତିତ ହେବା ପରେ ସ୍ୱତନ୍ତ୍ର ରୀତିନୀତି ଓ ବେଦଜ୍ଞ ମାନଙ୍କର ପୂଜାର୍ଚ୍ଚନା କରାଯାଇ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ବିଭିନ୍ନ ରୀତିନୀତି ଶେଷ ହେବାପରେ ଶ୍ରୀଜଗନ୍ନାଥ ଦାରୁକୁ ସ୍ୱତନ୍ତ୍ର ଲୁଗାରେ ବେଢ଼ା ଯିବ। ଏହାସହ ଅନାବଶ୍ୟକ ଅଂଶକୁ ପାତାଳି କରାଯିବ। ଅନ୍ୟପଟରେ ଶ୍ରୀକ୍ଷତ୍ର ଅଭିମୁଖେ ଶ୍ରୀ ଜଗନ୍ନାଥଙ୍କ ଦାରୁ ନିଆଯିବା ପାଇଁ ଶଗଡି ତିଆରି କାର୍ଯ୍ୟ ଆରମ୍ଭ ହେବ।  ଏଥିପାଇଁ ଶ୍ରୀମନ୍ଦିର ପ୍ରାଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। […]

jaga

jaga

Rakesh Mallick
  • Published: Sunday, 10 May 2015
  • Updated: 10 May 2015, 05:24 AM IST

Sports

Latest News

ଜଗତସିଂହପୁର: ରଘୁନାଥପୁର ଖରିପଡ଼ିଆ ଠାରେ  ଜଗନ୍ନାଥଙ୍କ ଦାରୁ ଭୂପତିତ ହେବା ପରେ ସ୍ୱତନ୍ତ୍ର ରୀତିନୀତି ଓ ବେଦଜ୍ଞ ମାନଙ୍କର ପୂଜାର୍ଚ୍ଚନା କରାଯାଇ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ବିଭିନ୍ନ ରୀତିନୀତି ଶେଷ ହେବାପରେ ଶ୍ରୀଜଗନ୍ନାଥ ଦାରୁକୁ ସ୍ୱତନ୍ତ୍ର ଲୁଗାରେ ବେଢ଼ା ଯିବ। ଏହାସହ ଅନାବଶ୍ୟକ ଅଂଶକୁ ପାତାଳି କରାଯିବ।

ଅନ୍ୟପଟରେ ଶ୍ରୀକ୍ଷତ୍ର ଅଭିମୁଖେ ଶ୍ରୀ ଜଗନ୍ନାଥଙ୍କ ଦାରୁ ନିଆଯିବା ପାଇଁ ଶଗଡି ତିଆରି କାର୍ଯ୍ୟ ଆରମ୍ଭ ହେବ।  ଏଥିପାଇଁ ଶ୍ରୀମନ୍ଦିର ପ୍ରାଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ହୋଇଥିଲା। ତା’ପରେ ପ୍ରାୟ ସାଢେ ତିନିଟାରେ ଦାରୁଙ୍କ ନିକଟରେ କରାଯାଇଥିଲା ଗୁପ୍ତପୂଜା। ଗୁପ୍ତପୂଜା ପରେ ପ୍ରଥମେ ବିଦ୍ୟାପତିଙ୍କ ସୁନା କୁରାଢ଼ି ଓ ପରେ ବିଶ୍ୱାବସୁ ରୁପା କୁରାଢ଼ିରେ ଦାରୁକୁ ସ୍ପର୍ଶ କରିଥିଲେ। ଏହା ପରେ ମହାରଣା ସେବାୟତମାନେ ଲୁହା କୁରାଢ଼ିରେ ଦିବ୍ୟଦାରୁଙ୍କ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ।  ଜଗନ୍ନାଥଙ୍କ ଦାରୁଙ୍କ ଦର୍ଶନ ପାଇଁ ଖରିପଡ଼ିଆ ଲୋକାରଣ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story