କନ୍ଧମାଳରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପାହିରାଜୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଆଜି ସକାଳେ ଗୁଳିବିନିମୟ ହୋଇଥିଲା। କିଛି ମାଓବାଦୀ ଆସି ସ୍ଥାନୀୟ ଲୋକଙ୍କୁ ସଂଗଠନରେ ଯୋଗ ଦେବାକୁ ପ୍ରବର୍ତ୍ତାଉଥିବା ନେଇ ପୁଲିସ ପାଖରେ ଖବର ପହଞ୍ଚିଥିଲା। ଏହି ସୂଚନା ପାଇ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା। ଏହି ଅପରେସନ ବେଳେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା ବୋଲି କହିଛନ୍ତି କନ୍ଧମାଳ ଏସପି କନୱର ବିଶାଲ ସିଂହ। ଏହି ମାଓବାଦୀମାନେ […]

kandhamal

kandhamal

Rakesh Mallick
  • Published: Monday, 04 May 2015
  • Updated: 04 May 2015, 10:17 AM IST

Sports

Latest News

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପାହିରାଜୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଆଜି ସକାଳେ ଗୁଳିବିନିମୟ ହୋଇଥିଲା। କିଛି ମାଓବାଦୀ ଆସି ସ୍ଥାନୀୟ ଲୋକଙ୍କୁ ସଂଗଠନରେ ଯୋଗ ଦେବାକୁ ପ୍ରବର୍ତ୍ତାଉଥିବା ନେଇ ପୁଲିସ ପାଖରେ ଖବର ପହଞ୍ଚିଥିଲା। ଏହି ସୂଚନା ପାଇ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା। ଏହି ଅପରେସନ ବେଳେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା ବୋଲି କହିଛନ୍ତି କନ୍ଧମାଳ ଏସପି କନୱର ବିଶାଲ ସିଂହ। ଏହି ମାଓବାଦୀମାନେ ଛତିଶଗଡ଼ରୁ ଆସିଥିବା ନେଇ ପୁଲିସ ସନେ୍ଦହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos