ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ରି-ଚେକିଂ ଓ ରି-ଆଡିସନ୍ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ରି-ଚେକିଂ ଓ ରି-ଆଡିସନ୍ ପ୍ରକ୍ରିୟା ଆରମ୍ଭ ହେଉଛି। ଦିନ ୧୦ଟା ପରଠାରୁ ଏଥିପାଇଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହା ଆସନ୍ତା ୧୯ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଚାଲିବ। ଉଭୟ ସବ୍ଜେକ୍ଟିଭ୍ ଓ ଓଏମ୍ଆର୍ ମୂଲ୍ୟାୟନର ରିଚେକିଂ ପାଇଁ ଆବଦେନ କରିହେବ। ତେବେ ଏଥିପାଇଁ ବୋର୍ଡ ଅଫିସ୍ କିମ୍ୱା ଆଞ୍ଚଳିକ ଅଫିସ୍କୁ ନଯାଇ ସିଧାସଳଖ  ୱେବ୍ସାଇଟ୍ରେ ଆବେଦନ କରାଯାଇପାରିବ। ତେବେ ଆବେଦନ କଲାବେଳେ ଛାତ୍ରଛାତ୍ରୀ ନିଜର ଇମେଲ୍ ଆଇଡି ଓ […]

Board of Secondary

Board of Secondary

Rakesh Mallick
  • Published: Tuesday, 12 May 2015
  • Updated: 12 May 2015, 02:11 AM IST

Sports

Latest News

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ରି-ଚେକିଂ ଓ ରି-ଆଡିସନ୍ ପ୍ରକ୍ରିୟା ଆରମ୍ଭ ହେଉଛି। ଦିନ ୧୦ଟା ପରଠାରୁ ଏଥିପାଇଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହା ଆସନ୍ତା ୧୯ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଚାଲିବ। ଉଭୟ ସବ୍ଜେକ୍ଟିଭ୍ ଓ ଓଏମ୍ଆର୍ ମୂଲ୍ୟାୟନର ରିଚେକିଂ ପାଇଁ ଆବଦେନ କରିହେବ। ତେବେ ଏଥିପାଇଁ ବୋର୍ଡ ଅଫିସ୍ କିମ୍ୱା ଆଞ୍ଚଳିକ ଅଫିସ୍କୁ ନଯାଇ ସିଧାସଳଖ  ୱେବ୍ସାଇଟ୍ରେ ଆବେଦନ କରାଯାଇପାରିବ। ତେବେ ଆବେଦନ କଲାବେଳେ ଛାତ୍ରଛାତ୍ରୀ ନିଜର ଇମେଲ୍ ଆଇଡି ଓ ମୋବାଇଲ୍ ନମ୍ୱର ଦେବା ବାଧ୍ୟତାମୂଳକ। ସେପଟେ ଗତକାଲିଠୁ ୱେବ୍ସାଇଟ୍ରେ ଓଏମ୍ଆର୍ ସିଟ୍ ଉତ୍ତର ଖାତା ଉପଲବ୍ଧ ହେଉଛି। ଏଥିରୁ ପିଲମାନେ ତ୍ରୁଟି ବିଚ୍ୟୁତି ସଂପର୍କରେ ଜାଣି ପାରିବେ ଏବଂ ସଂଶୋଧନ ପାଇଁ ଅନ୍ ଲାଇନ୍ରେ ବୋର୍ଡକୁ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story