ମିନିଗୁଡ଼ାରେ ଚେକ୍ ଡ୍ୟାମର ଶିଳାନ୍ୟାସ କଲେ ମନ୍ତ୍ରୀ ରମେଶ ମାଝି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମିନିଗୁଡାରେ ଇନ୍ଦ୍ରାବତି ନଦୀରେ ନିର୍ମାଣ ହେବାକୁ ଥିବା ଏକ ଚେକଡ୍ୟାମର ଶିଳାନ୍ୟାସ ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶଚନ୍ଦ୍ର ମାଝିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଜଳ ସଂପଦ ବିଭାଗ ପକ୍ଷରୁ ଏହି ଚେକଡ୍ୟାମ୍ ନିର୍ମାଣ ପାଇଁ ୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୩ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହା ଦ୍ୱାରା ୧୦ ହଜାର ହେକ୍ଟର ଚାଷଜମି ଜଳ ସେଚିତ […]

nabarangapur

nabarangapur

Rakesh Mallick
  • Published: Monday, 11 May 2015
  • Updated: 11 May 2015, 12:10 PM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମିନିଗୁଡାରେ ଇନ୍ଦ୍ରାବତି ନଦୀରେ ନିର୍ମାଣ ହେବାକୁ ଥିବା ଏକ ଚେକଡ୍ୟାମର ଶିଳାନ୍ୟାସ ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶଚନ୍ଦ୍ର ମାଝିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଜଳ ସଂପଦ ବିଭାଗ ପକ୍ଷରୁ ଏହି ଚେକଡ୍ୟାମ୍ ନିର୍ମାଣ ପାଇଁ ୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୩ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହା ଦ୍ୱାରା ୧୦ ହଜାର ହେକ୍ଟର ଚାଷଜମି ଜଳ ସେଚିତ ହୋଇପାରିବ ବୋଲି କହିଛନ୍ତି ବିଧାୟକ ମନହର ରନ୍ଧାରି।

ଏହାଛଡା ଜିଲ୍ଲାରେ ଆଉ ୩ଟି ପ୍ରସ୍ତାବିତ ମେଗା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆସନ୍ତା ୪ ମାସ ମଧ୍ୟରେ ଆରମ୍ଭ କରାଯିବ। ନବରଙ୍ଗପୁର ଜିଲ୍ଲାର ୧ଲକ୍ଷ ହେକ୍ଟର ଜମିରେ ଜଳସେଚନର ସୁବିଧା କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାଝି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story