କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ନବୀନ , ରାଜ୍ୟରେ ଆଉ ୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କଲେ ଦାବି

ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭେଟିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ। ଏହି ସାକ୍ଷାତକାର ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଉ ୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଜଣାଇଥିଲେ। କୋରାପୁଟ, ପୁରୀ, ବାଲେଶ୍ୱର, ବାରିପଦା ଓ ବଲାଙ୍ଗୀରରେ ଏହି ମେଡ଼ିକାଲ କଲେଜଗୁଡ଼ିକୁ ଖୋଲିବା ପାଇଁ ସେ ଦାବି ଉପସ୍ଥାପନ କରିଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅଗ୍ରାଧିକାର ଭିତ୍ତିରେ ୧୮୭୩ କୋଟି ଟଙ୍କା ପ୍ରଦାନ କରିବାକୁ ବି ଦାବି […]

nabinpattanayak

nabinpattanayak

Rakesh Mallick
  • Published: Friday, 08 May 2015
  • Updated: 08 May 2015, 12:25 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭେଟିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ। ଏହି ସାକ୍ଷାତକାର ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଉ ୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଜଣାଇଥିଲେ। କୋରାପୁଟ, ପୁରୀ, ବାଲେଶ୍ୱର, ବାରିପଦା ଓ ବଲାଙ୍ଗୀରରେ ଏହି ମେଡ଼ିକାଲ କଲେଜଗୁଡ଼ିକୁ ଖୋଲିବା ପାଇଁ ସେ ଦାବି ଉପସ୍ଥାପନ କରିଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଅଗ୍ରାଧିକାର ଭିତ୍ତିରେ ୧୮୭୩ କୋଟି ଟଙ୍କା ପ୍ରଦାନ କରିବାକୁ ବି ଦାବି କରିଥିଲେ। ସେହିପରି କଟକ ସ୍ଥିତ ମେଣ୍ଟାଲ ହେଲଥ୍ ସେଣ୍ଟରର ଉନ୍ନତୀକରଣ ପାଇଁ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ଜଣାଇଥିଲେ। ଏହି ସେଣ୍ଟରକୁ ସୁପର ସ୍ପେଶାଲିଟି କରିବା ପାଇଁ ସେ କହିଥିଲେ। ସମ୍ବଲପୁରରେ ଡ୍ରଗ୍ସ ଟେଷ୍ଟ ଲାବୋରଟୋରୀ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story