ସରକାର ଡରାନ୍ତୁନି, ଭୁଲ କଲେ ମୁଁ ମଉନ ରହିବିନି: ଶଙ୍କରାଚାର୍ଯ୍ୟ

ପୁରୀ(ଓଡ଼ିଶା ରିପୋର୍ଟରେ): ‘ସରକାର ମୋତେ ନିଜ ଅନୁକୂଳ କିମ୍ବା ଡରାଇବାକୁ କୌଣସି ପଦେକ୍ଷପ ନନେଉ। ସରକାରଙ୍କୁ ଯଦି ଲାଗୁଛି ଧାର୍ମିକ ଓ ଅଧ୍ୟାତ୍ମିକ କ୍ଷେତ୍ରରେ ପ୍ରଗତି ହେବା ଉଚିତ, ତେବେ ମୋ ସହ ଯୋଗାଯୋଗ କରନ୍ତୁ। କିନ୍ତୁ ଏମିତି ଭାବନ୍ତୁନି, ସରକାର କୌଣସି ଭୁଲ ପଦେକ୍ଷପ ନେଲେ ମୁଁ ମଉନ ରହିଯିବି। ଏ ମୋ ଦ୍ୱାରା ହେବନି।’ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଏଭଳି ଚରମ ସନ୍ଦେଶ ପଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଶ୍ରୀମନ୍ଦିର […]

Sankaracharya

Sankaracharya

Niranjan Mishra
  • Published: Friday, 27 May 2022
  • Updated: 27 May 2022, 09:43 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟରେ): ‘ସରକାର ମୋତେ ନିଜ ଅନୁକୂଳ କିମ୍ବା ଡରାଇବାକୁ କୌଣସି ପଦେକ୍ଷପ ନନେଉ। ସରକାରଙ୍କୁ ଯଦି ଲାଗୁଛି ଧାର୍ମିକ ଓ ଅଧ୍ୟାତ୍ମିକ କ୍ଷେତ୍ରରେ ପ୍ରଗତି ହେବା ଉଚିତ, ତେବେ ମୋ ସହ ଯୋଗାଯୋଗ କରନ୍ତୁ। କିନ୍ତୁ ଏମିତି ଭାବନ୍ତୁନି, ସରକାର କୌଣସି ଭୁଲ ପଦେକ୍ଷପ ନେଲେ ମୁଁ ମଉନ ରହିଯିବି। ଏ ମୋ ଦ୍ୱାରା ହେବନି।’ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଏଭଳି ଚରମ ସନ୍ଦେଶ ପଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପ୍ରକଳ୍ପକୁ ନେଇ ସରକାର କାହାରି ଆବଶ୍ୟକ ଅନୁମତି ନ ନେଇ ବେଆଇନ ଭାବେ କାର୍ଯ୍ୟ ଚଳାଇଥିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ଏଭଳି ଚରମବାଣୀ ଶୁଣିବାକୁ ମିଳିଛି।

ଶୁକ୍ରବାର ସେପଟେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ୍ ସ୍ୱାମୀ ଜଗଦଗୁରୁଙ୍କୁ ଭେଟିବା ପରେ କହିଛନ୍ତି, ‘ମଠ ମନ୍ଦିର ସରକାରଙ୍କ ଅଧୀନରେ ରହିବା ଉଚିତ୍ ନୁହେଁ। ବିବାଦ ନେଇ ସେ ନବୀନଙ୍କ ସହ କଥା ହେବେ। ତାଙ୍କର ଅସଲ ଉଦ୍ଦେଶ୍ୟ କ’ଣ। ଏହି ବିବାଦର ଅନ୍ତ କରିବାକୁ ପଡ଼ିବ।’

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘ରାଜ୍ୟ ସରକାର ପ୍ରକଳ୍ପ ବିବାଦରେ ଫସିଯାଇଛନ୍ତି। ଏବେ କେବଳ ମ୍ୟାନେଜ କରିବାକୁ ଚେଷ୍ଟା କରୁଛନ୍ତି।’ ତେଣେ ଐତିହ୍ୟକୁ ନଷ୍ଟ ନ କରି ସବୁକିଛି କରାଯାଇପାରିବ ବୋଲି କଂଗ୍ରେସ ନେତା ଅନନ୍ତ ସେଠୀ କହିଛନ୍ତି। ଜଗନ୍ନାଥ ଓଡ଼ିଶା ପ୍ରାଣ, ତେଣୁ ତାଙ୍କୁ ନେଇ ରାଜନୀତି କରା ନ ଯାଉ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ଏସବୁ ଭିତରରେ ବିଜେଡି ବିଧାୟକ ଭାଗିରଥୀ ସେଠୀ ମଠ ଭାଙ୍ଗିବାରେ କିଛି ଅସୁବିଧା ନାହିଁ ବୋଲି କହିବା ପରେ ଆଉ ଏକ ବିବାଦ ସୃଷ୍ଟି ହୋଇଛି। ସେ କହିଛନ୍ତି, ବିଭିନ୍ନ ସ୍ଥାନରେ ଥିବା ପୁରାତନ ମଠ ପୁରୀ ଧାମକୁ ଅବରୋଧ କରି ରଖିଥିଲା। ତେଣୁ ସରକାର ନୂତନ ସ୍ଥାନ ନିରୁପଣ କରିଛନ୍ତି। ରାସ୍ତା ଅବରୋଧ କରି ମଠରେ ବସିବାଟା ଠିକ ନୁହେଁ। ତେଣୁ ମଠ ଭାଙ୍ଗିବାରେ କିଛି ଅସୁବିଧା ନାହିଁ। ପୁରୀରେ ଯେଉଁ ନିର୍ମାଣ କାମ ଚାଲିଛି ତାହା ନିୟମ ମୁତାବକ ଚାଲିଛି। ଏଥିରେ କିଛି ଅସୁବିଧା ନାହିଁ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୋଟିଏ ପଟେ ବିବାଦ ତ ଅନ୍ୟଗୋଟିଏ ପଟେ ନିରନ୍ତର ଚାଲିଛି ନିର୍ମାଣ କାମ।  ଶ୍ରୀମନ୍ଦିର ପାର୍ଶ୍ୱରେ ଟଏଲେଟ୍, ସେଲଟର୍ ଫାଭିଲୟନ୍, ଇନଫରମେସନ୍ କିଓସ୍କର ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କ୍ଲୋ୍ଲକ୍ ରୁମ୍ ନିର୍ମାଣ କାମ ବି ଅଧା ଶେଷ ହୋଇଗଲାଣି। ଜୋରସୋରେ ଚାଲିଛି ଇଲେକ୍ଟ୍ରିକାଲ ରୁମ୍ ନିର୍ମାଣ। ଯେହେତୁ ନିର୍ମାଣ କାମରେ ରୋକ ଲାଗିନି, ତେଣୁ କାମ ଚାଲିଛି। ନିର୍ମାଣ କାମ ଉପରେ ଏଏସ୍ଆଇ ଫେବୃଆରୀ ୫ରୁ ନିଷେଧାଦେଶ କରିଥିବା ସତ୍ତ୍ୱେ କାହିଁକି ରୋକ୍ ଲାଗାଇ ପାରୁନି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିନା ଅନୁମତିରେ ନିର୍ମାଣ କାମ ହେଉଥିବା ବେଳେ ଏଏସ୍ଆଇ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ଏହି ପ୍ରସଙ୍ଗରେ ଆସନ୍ତା ଜୁନ୍ ୨୨ରେ ହାଇକୋର୍ଟରେ ଶୁଣାଣି ହେବ। ସେପଟେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମୋକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତେଣୁ ଆଗକୁ କୋର୍ଟର ରାୟ କଣ ଆସିବ ତାହା ଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story