ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଓ ଜେଏସଡବ୍ଲୁ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ, ବର୍ଥର ବିକାଶ ପାଇଁ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା

  ପାରାଦ୍ୱୀପ: ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଓ ଜେଏସଡ୍ଲୁ ପାରାଦ୍ୱୀପ ଟର୍ମିନାଲ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚକ୍ତିପତ୍ରରେ ଦୁଇ ସଂସ୍ଥା ବିଲ୍ଟ ଅପରେସନ ଟ୍ରାନ୍ସଫର(ବିଓଟି) ନୀତିରେ ପାରାଦ୍ୱୀପ ପୋର୍ଟରୁ ରପ୍ତାନୀ ହେଉଥିବା ଲୁହାପଥରର ବର୍ଥକୁ ବିକଶିତ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ବର୍ଥଟି ସଂମ୍ପୂର୍ଣ୍ଣ ହେବାପରେ ବାର୍ଷିକ ୧୦ ମିଲିୟନ ଟନ୍ ଲୁହାପଥର ବାହାରକୁ ରାପ୍ତାନୀ ହେବ। ଏହି ପ୍ରକଳ୍ପ ବିକଶିତ ହେବାପରେ ଏଠାରେ ୧ଲକ୍ଷ୨୫ହଜାର ଡିଡବ୍ଲୁଟି […]

paradip-port-trust

paradip-port-trust

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 11:38 AM IST

Sports

Latest News

ପାରାଦ୍ୱୀପ: ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଓ ଜେଏସଡ୍ଲୁ ପାରାଦ୍ୱୀପ ଟର୍ମିନାଲ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚକ୍ତିପତ୍ରରେ ଦୁଇ ସଂସ୍ଥା ବିଲ୍ଟ ଅପରେସନ ଟ୍ରାନ୍ସଫର(ବିଓଟି) ନୀତିରେ ପାରାଦ୍ୱୀପ ପୋର୍ଟରୁ ରପ୍ତାନୀ ହେଉଥିବା ଲୁହାପଥରର ବର୍ଥକୁ ବିକଶିତ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ବର୍ଥଟି ସଂମ୍ପୂର୍ଣ୍ଣ ହେବାପରେ ବାର୍ଷିକ ୧୦ ମିଲିୟନ ଟନ୍ ଲୁହାପଥର ବାହାରକୁ ରାପ୍ତାନୀ ହେବ। ଏହି ପ୍ରକଳ୍ପ ବିକଶିତ ହେବାପରେ ଏଠାରେ ୧ଲକ୍ଷ୨୫ହଜାର ଡିଡବ୍ଲୁଟି କ୍ଷମତା ବିଶିଷ୍ଟ ଜାହାଜକୁ ରଖିବାର ବ୍ୟବସ୍ଥା କରାଯିବ। ଏହିବର୍ଥର ଲମ୍ବ ୩୭୦ ମିଟର ରହିଛି। ଏହାସହ ଏହି ବର୍ଥରେ ବହୁ ଅତ୍ୟାଧୁନିକ ଯନ୍ତ୍ରାସ ବ୍ୟବହାର ହେବ ବୋଲି ଜଣାପଡିଛି।  ଏହି ଚୁକ୍ତିପତ୍ର ଉଭୟ ସଂସ୍ଥା ମଧ୍ୟରେ ୩୦ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ପାଇଁ ୭୫୦ କୋଟି ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପର ପାରିପାଶ୍ୱିକ  ବିକାଶ ପାଇଁ ଜେଏସଡବ୍ଲୁ ୬୦୫ କୋଟି ବିନିଯୋଗ କରିବା ସହ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ମଧ୍ୟ ଏଥରେ ସହଯୋଗ କରିବ ବୋଲି ଚୁକ୍ତିରେ ସ୍ୱାକ୍ଷର ହୋଇଛି।

୧୯୬୫ରେ ସ୍ଥାପିତ ହୋଇଥିବା ଏହି ବନ୍ଦରଟି ୨୦୧୫ ଆର୍ଥିକ ବର୍ଷରେ ୭୧ ମିଲିୟନ ଟନ୍ କାର୍ଗୋ କ୍ଷମତା ରଖି ଦେଶର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଜେଏସଡବ୍ଲୁ ମଧ୍ୟ ଦେଶର ବିଭିନ୍ନ କ୍ଷେତ୍ରରେ କୋଟିକୋଟି ଟଙ୍କା ବିନିଯୋଗ କରିଛି। ଏହି ଅବସରରେ ବନ୍ଦରର ଅଧ୍ୟକ୍ଷ ଏମ.ଟି.କ୍ରୀଷ୍ଣନ୍ ବାବୁ ଓ ଜେଏସଡବ୍ଲୁର ସିଇଓ ବିଭିଜେକେ ଶର୍ମା ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story