ଭୁବନେଶ୍ୱର: ରାଜ୍ୟର ସବୁ ଗାଁକୁ ଆଦର୍ଶ ଗାଁ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖସଡା ପ୍ରସ୍ତୁତ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥ କମିଶନଙ୍କ ଦ୍ୱାର ପଞ୍ଚାୟତରେ ଦିଆଯାଉଥିବା ଅର୍ଥ, ଗାଁର ବିକାଶରେ କିପରି ବ୍ୟବହାର ହେବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ପଞ୍ଚାୟତ ବର୍ଷକୁ କେତେ ଟଙ୍କା ଦିଆଯିବ ସେ ନେଇ ସଂପୃକ୍ତ ପଞ୍ଚାୟତକୁ ଅବଗତ କରାଯିବ। ଚଳିତ ବର୍ଷରୁ ଆରମ୍ଭ ହେଉଥିବା ଏହି ଯୋଜନା ସେପେମ୍ୱରରୁ କାର୍ଯ୍ୟକାରୀ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଭଲ କଥା ବୁଝାଉଛି ‘ପ୍ଲାଷ୍ଟିକ ବାୟା’
ବାପି କେବଳ ପ୍ଲାଷ୍ଟିକ ଅଳିଆ ସଫା କରନ୍ତି ତାହା ନୁହେଁ, ପର୍ଯ୍ୟଟକଙ୍କୁ ପ୍ଲାଷ୍ଟିକ ଅଳିଆର ଅପକାରିତା ସମ୍ପର୍କରେ ବୁଝାନ୍ତି। ମେଳା ମହୋତ୍ସବରେ ପ୍ଲାଷ୍ଟିକଭୂତ ଭାବରେ ନିଜେ ସଜେଇ ହୋଇ ପରିବେଶ ସଚେତନତାର ବାର୍ତ୍ତା ଦିଅନ୍ତି।
Weather
ଦୁର୍ବଳ ହେଉଛି ଅବପାତ; ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ
ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି କୂଳକୁ ଫେରି ଆସିବାକୁ ନିବେଦନ କରାଯାଇଛି।
Science & Environment
ଆଜି ବର୍ଷର ସବୁଠାରୁ ଛୋଟ ଦିନ
ଭୁବନେଶ୍ୱରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ
Weather
ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ; ଆଜି ଏହି ସବୁ ଜିଲ୍ଲାରେ ଛେଚିବ
ଆସନ୍ତା ୨ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର।