‘ଜଗାର ଅବସ୍ଥା ଭଲ ଅଛି, କିନ୍ତୁ ସ୍କୁଲ ଯାଇପାରିବନି’

କଟକ(ଓଡ଼ିଶା ରିପୋର୍ଟର): ଜଗାର ହେବ ଖପୁରି ପ୍ରତି ରୋପଣ। ଏସସିବି ମେଡିକାଲ କଲେଜରେ ଜଗା ଓ କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଜଗାର ଅବସ୍ଥା ଭଲ ଅଛି। ମାତ୍ର ସ୍କୁଲ ଯାଇପାରିବ ନାହିଁ। ମୁଣ୍ଡରେ ଖପୁରି ନଥିବାରୁ ସ୍କୁଲ ଯାଇ ପାରିବ ନାହିଁ। ଜଗା ଖପୁରି ଟ୍ରାନ୍ସପ୍ଲାଣ୍ଟ ପରେ ସ୍କୁଲ ଯିବା ସମ୍ଭବ ବୋଲି ସେ କହିଛନ୍ତି। ସେପଟେ କାଳିଆର ଅବସ୍ଥା ଭଲ ନାହିଁ। ଦିଲ୍ଲୀରେ ହିଁ କାଳିଆର ଅବସ୍ଥା […]

pratap-jena

pratap-jena

Manoranjan Sial
  • Published: Sunday, 15 September 2019
  • Updated: 15 September 2019, 06:54 PM IST

କଟକ(ଓଡ଼ିଶା ରିପୋର୍ଟର): ଜଗାର ହେବ ଖପୁରି ପ୍ରତି ରୋପଣ। ଏସସିବି ମେଡିକାଲ କଲେଜରେ ଜଗା ଓ କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଜଗାର ଅବସ୍ଥା ଭଲ ଅଛି। ମାତ୍ର ସ୍କୁଲ ଯାଇପାରିବ ନାହିଁ। ମୁଣ୍ଡରେ ଖପୁରି ନଥିବାରୁ ସ୍କୁଲ ଯାଇ ପାରିବ ନାହିଁ। ଜଗା ଖପୁରି ଟ୍ରାନ୍ସପ୍ଲାଣ୍ଟ ପରେ ସ୍କୁଲ ଯିବା ସମ୍ଭବ ବୋଲି ସେ କହିଛନ୍ତି। ସେପଟେ କାଳିଆର ଅବସ୍ଥା ଭଲ ନାହିଁ। ଦିଲ୍ଲୀରେ ହିଁ କାଳିଆର ଅବସ୍ଥା ଭଲ ନଥିବା ସେ କହିଛନ୍ତି।

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଜଗାର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟଇଥିଲା। ମାତ୍ର କାଳିଆର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ସୁଧୁରୁଛି। ଗତ ୭ ତାରିଖରେ ଦୁଇ ଭାଇଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଗଠିତ ଟିମ୍‌ ବର୍ତ୍ତମାନ ଦୁଇ ଭାଇଙ୍କୁ ଚିକିତ୍ସା କରୁଛନ୍ତି।

୨୦୧୭ରେ ଏ ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ଖବର ପ୍ରଥମେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଶିଶୁ ଦ୍ୱୟଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story