ସାବଧାନ! ୩ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖିଲେ ଛୁଆଙ୍କୁ ହେବ ଡାଇବେଟିସ୍

ଯଦି ଆପଣଙ୍କ ଛୁଆ ପ୍ରତିଦିନ ତିନି ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥାଏ ଅବା କଂପ୍ୟୁଟର, ଟ୍ୟାବ୍‌ଲେଟ୍‌ ଓ ସ୍ମାର୍ଟଫୋନ୍‌ରେ ଗେମ୍ ଖେଳୁଥାଏ, ତା’ହେଲେ ତାହା ତା’ ଶରୀର ପାଇଁ ଭଲ ନୁହେଁ। ଏକ ରିପୋର୍ଟ ମୁତାବକ ଛୋଟ ଛୁଆ ମାନେ ଟିଭି ପରଦା ସମ୍ମୁଖରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ବସିଲେ ସେମାନଙ୍କୁ ଡାଇବେଟିସ୍ ହେବାର ବିପଦ ବଢ଼ିଯାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ଛୁଆମାନେ ଏମିତି ଲଗାତାର ଭାବେ ଡିଜିଟାଲ୍ ମାଧ୍ୟମ ସହିତ […]

child

child

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 12:56 PM IST

Sports

Latest News

ଯଦି ଆପଣଙ୍କ ଛୁଆ ପ୍ରତିଦିନ ତିନି ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥାଏ ଅବା କଂପ୍ୟୁଟର, ଟ୍ୟାବ୍‌ଲେଟ୍‌ ଓ ସ୍ମାର୍ଟଫୋନ୍‌ରେ ଗେମ୍ ଖେଳୁଥାଏ, ତା’ହେଲେ ତାହା ତା’ ଶରୀର ପାଇଁ ଭଲ ନୁହେଁ। ଏକ ରିପୋର୍ଟ ମୁତାବକ ଛୋଟ ଛୁଆ ମାନେ ଟିଭି ପରଦା ସମ୍ମୁଖରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ବସିଲେ ସେମାନଙ୍କୁ ଡାଇବେଟିସ୍ ହେବାର ବିପଦ ବଢ଼ିଯାଏ।

ଏକ ଗବେଷଣାରୁ ଜଣାପଡ଼ିଛି ଯେ ଛୁଆମାନେ ଏମିତି ଲଗାତାର ଭାବେ ଡିଜିଟାଲ୍ ମାଧ୍ୟମ ସହିତ ରହିଲେ ସେମାନେ ମୋଟାପଣର ଶିକାର ହୁଅନ୍ତି ଓ ଏହା ସେମାନଙ୍କର ଇନ୍‌ସୁଲିନ୍‌ ରେଜିଷ୍ଟାନ୍ସକୁ ପ୍ରଭାବିତ କରିପାରେ। ଇନ୍‌ସୁଲିନ୍‌ ପାଚନ ଗ୍ରନ୍ଥିଙ୍କ ମାଧ୍ୟମରେ ହରମନ୍‌ ସହାୟତାରେ ବ୍ଲଡ୍‌-ଗ୍ଲୁକୋଜ୍‌ର ସ୍ତରକୁ ବଢ଼ିବାକୁ ଦେଇ ନ ଥାଏ। ତା’ର ଏଇ କାମରେ ବାଧା ଉପୁଜିଲେ ଡାଇବେଟିସ୍‌ ବଢ଼ିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos