ଯଦି ଆପଣଙ୍କ ଛୁଆ ପ୍ରତିଦିନ ତିନି ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥାଏ ଅବା କଂପ୍ୟୁଟର, ଟ୍ୟାବ୍ଲେଟ୍ ଓ ସ୍ମାର୍ଟଫୋନ୍ରେ ଗେମ୍ ଖେଳୁଥାଏ, ତା’ହେଲେ ତାହା ତା’ ଶରୀର ପାଇଁ ଭଲ ନୁହେଁ। ଏକ ରିପୋର୍ଟ ମୁତାବକ ଛୋଟ ଛୁଆ ମାନେ ଟିଭି ପରଦା ସମ୍ମୁଖରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ବସିଲେ ସେମାନଙ୍କୁ ଡାଇବେଟିସ୍ ହେବାର ବିପଦ ବଢ଼ିଯାଏ।
ଏକ ଗବେଷଣାରୁ ଜଣାପଡ଼ିଛି ଯେ ଛୁଆମାନେ ଏମିତି ଲଗାତାର ଭାବେ ଡିଜିଟାଲ୍ ମାଧ୍ୟମ ସହିତ ରହିଲେ ସେମାନେ ମୋଟାପଣର ଶିକାର ହୁଅନ୍ତି ଓ ଏହା ସେମାନଙ୍କର ଇନ୍ସୁଲିନ୍ ରେଜିଷ୍ଟାନ୍ସକୁ ପ୍ରଭାବିତ କରିପାରେ। ଇନ୍ସୁଲିନ୍ ପାଚନ ଗ୍ରନ୍ଥିଙ୍କ ମାଧ୍ୟମରେ ହରମନ୍ ସହାୟତାରେ ବ୍ଲଡ୍-ଗ୍ଲୁକୋଜ୍ର ସ୍ତରକୁ ବଢ଼ିବାକୁ ଦେଇ ନ ଥାଏ। ତା’ର ଏଇ କାମରେ ବାଧା ଉପୁଜିଲେ ଡାଇବେଟିସ୍ ବଢ଼ିପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Special
ଅମଳ ବେଳେ ଉତ୍ପାତ କରୁଛନ୍ତି ବାର୍ହା, ହାତୀ; ଚିନ୍ତାରେ କନ୍ଦମୂଳ ଚାଷୀ
ଢେଙ୍କାନାଳ କନ୍ଦମୂଳ ସ୍ୱାଦ ଓ ଚାହିଦା ମଧ୍ୟ ଭଲ ରହିଛି। ଏଠାରୁ ଅମଳ ହେଉଥିବା କନ୍ଦମୂଳ ଶ୍ରୀକ୍ଷେତ୍ର ଯାଉଛି। କୁହାଯାଉଛି ମହାପ୍ରଭୁଙ୍କ ମହାପ୍ରସାଦରେ ଢେଙ୍କାନାଳ କନ୍ଦମୂଳ ଲାଗି ହେଉଛି।
Special
୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର
ଡିସେମ୍ବର ୪ ତାରିଖ ରାତିରେ ଧୂଳିସାତ୍ ହୋଇଥିଲା କରାଚୀ ବନ୍ଦର। ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା। ନିଜ ଅନୁଭୂତି ବଖାଣିଲେ 'ଅପରେସନ୍ ଟ୍ରାଇଡେଣ୍ଟ'ରେ ସାମିଲ ଓଡ଼ିଆ ନୌବୀର।