ବିମାନରେ ବସି ଭାରତ ଆସିଲା ପେଚା!

ମୁମ୍ବାଇ: ବୁଧବାର ରାତିରେ ୟୁନାଇଟେଡ୍‌ ଏୟାରଲାଇନ୍ସରେ ଏମିତି ଜଣେ ଯାତ୍ରୀ ଆସି ସବାର ହୋଇଗଲେ ଯାହାଙ୍କ ପାଖରେ ନା ଥିଲା ଟିକେଟ୍ ନା କୌଣସି ଦସ୍ତାବେଜ୍। ବୋଧେ ଏହା କାରଣ ଥିଲା ତାଙ୍କୁ ସମସ୍ତେ ଦେଖି ନେବାର କିଛି ସମୟ ପରେ ସେ ସେଠାରୁ ଉଡ଼ି ଚାଲି ଗଲେ। ତାଙ୍କୁ କେହି ଗୋଡ଼ାଇ ଗୋଡ଼ାଇ ଧରିଲେ ନାହିଁ କି ପଚରାଉଚରା ବି କଲେ ନାହିଁ। ଜାଣିଛନ୍ତି ସେ କିଏ ଥିଲେ? ସେ ଥିଲେ ଏକ ପେଚା। ପେଚାଟି […]

ppp

ppp

Rakesh Mallick
  • Published: Friday, 10 March 2017
  • Updated: 10 March 2017, 05:30 PM IST

ମୁମ୍ବାଇ: ବୁଧବାର ରାତିରେ ୟୁନାଇଟେଡ୍‌ ଏୟାରଲାଇନ୍ସରେ ଏମିତି ଜଣେ ଯାତ୍ରୀ ଆସି ସବାର ହୋଇଗଲେ ଯାହାଙ୍କ ପାଖରେ ନା ଥିଲା ଟିକେଟ୍ ନା କୌଣସି ଦସ୍ତାବେଜ୍। ବୋଧେ ଏହା କାରଣ ଥିଲା ତାଙ୍କୁ ସମସ୍ତେ ଦେଖି ନେବାର କିଛି ସମୟ ପରେ ସେ ସେଠାରୁ ଉଡ଼ି ଚାଲି ଗଲେ। ତାଙ୍କୁ କେହି ଗୋଡ଼ାଇ ଗୋଡ଼ାଇ ଧରିଲେ ନାହିଁ କି ପଚରାଉଚରା ବି କଲେ ନାହିଁ। ଜାଣିଛନ୍ତି ସେ କିଏ ଥିଲେ? ସେ ଥିଲେ ଏକ ପେଚା।

ପେଚାଟି ପାର୍କ କରାଯାଇଥିବା UA49 BOM-EWR  ବିମାନର ଲ୍ୟାଣ୍ଡିଂ ଗିୟର ଉପରେ ବସି ଥିଲା। ମେଣ୍ଟେନାନ୍ସ ଟିମ୍ ତା’ ଉପରେ ପୂରା ଧ୍ୟାନ ରଖିଥିଲେ ଓ ପେଚାଟି ସେଠାରୁ ସୁରକ୍ଷିତ ଭାବେ ଚାଲି ଯାଇଥିଲା।

ଉକ୍ତ ପେଚାଟିର ଫଟୋ ଦେଖି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପ୍ରଜାତିର ପେଚା ସାଧାରଣତଃ ଆଫ୍ରିକା, ଆମେରିକା, ଅଷ୍ଟ୍ରେଲିଆ ଓ ୟୁରେସିଆରେ ଦେଖାଯାଆନ୍ତି। ଅନୁମାନ କରାଯାଉଛି ପେଚାଟି ବିମାନରେ ଲୁଚି କରି ଭାରତରେ ପହଞ୍ଚିଥିଲା। ତେବେ ପାସେଞ୍ଜର କ୍ୟାବିନ୍ ଭଳି ଲ୍ୟାଣ୍ଡିଙ୍ଗ୍ ଗିୟର କମ୍ପାର୍ଟମେଣ୍ଟର ତାପମାତ୍ରା, ପ୍ରେସର ଓ ଅମ୍ଳଜାନର ସ୍ତର ସାଧାରଣ ନୁହେଁ ଯେଉଁଠି ପେଚାଟି ସହଜରେ ବସି ଆସିପାରିବ। ତେଣୁ ଏହା ପ୍ରାୟ ଅସମ୍ଭବ ଯେ ପେଚାଟି ବହୁ ଦୂରରୁ ଉଡ଼ି ଭାରତ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story