ପୁଣି ଏକ ସର୍ଭେ କହିଲା ଓଡ଼ିଶାରେ ମୋଦି ଲହର: ବିଜେପିକୁ ୧୦, ବିଜେଡିକୁ ୧୧ ସିଟ୍‌

ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିୟନ୍ ପୋଲ୍ ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୧ଟି ଲୋକସଭା ଆସନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ବିଜେଡିକୁ ୧୧ଟି ଓ ବିଜେପି ଖାତାରେ ୧୦ଟି ସିଟ୍ ରହିବ ।

BJP

Representative Image

Ordigital Desk
  • Published: Tuesday, 05 March 2024
  • Updated: 05 March 2024, 10:42 PM IST

Sports

Latest News

ଦେଶର ପୁଣି ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ରହିଥିବାର ପ୍ରମାଣ ଦେଇଛି । ଯଦି ଏବେ ଲୋକସଭା ନିର୍ବାଚନ ହୁଏ ତା’ହେଲେ ଓଡ଼ିଶାର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୧୧ଟି ଓ ବିଜେପିକୁ ୧୦ଟି ସିଟ୍ ଯିବ । ଅର୍ଥାତ୍ ୨୦୧୯ ନିର୍ବାଚନ ତୁଳନାରେ ବିଜେଡି ୧ସିଟ୍ ହରାଇବ ଓ ବିଜେପି ୨ଟି ସିଟ୍ ଅଧିକ ପାଇବ ।

ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିୟନ୍ ପୋଲ୍ ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୧ଟି ଲୋକସଭା ଆସନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ବିଜେଡିକୁ ୧୧ଟି ଓ ବିଜେପି ଖାତାରେ ୧୦ଟି ସିଟ୍ ରହିବ । ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲହର ରହିଛି ଓ ବିଶେଷକରି ରାଜ୍ୟର ପଶ୍ଚିମ,ଦକ୍ଷିଣ ଓ ଉତ୍ତର ଭାଗରେ ବିଜେପି ପ୍ରାର୍ଥୀଙ୍କୁ ବିଶେଷ ଫାଇଦା ମିଳିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

Also Read

ଇଣ୍ଡିଆଟୁଡେର ମୁଡ୍ ଅଫ ଦି ନେସନ ଓ ଟାଇମ୍ସ ନାଓ ସର୍ଭେ ରିପୋର୍ଟ ପରେ ଇଣ୍ଡିଆ ଟିଭିର ଏହି ଓପିନିୟନ ପୋଲ୍ ମଧ୍ୟ ରାଜ୍ୟରେ ବିଜେପିକୁ ଅଧିକ ସଂଖ୍ୟକ ଲୋକସଭା ସିଟ୍ ମିଳିବ ବୋଲି ଆକଳନ କରିଛି । ଯାହାକି ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ସର୍ଭେ ରିପୋର୍ଟ ଅନୁସାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ପାଉଛି । ୨୦୨୪ ସାଧାରଣ ନିର୍ବାଚନରେ ନବୀନଙ୍କ ବିଜେଡି ହାତରୁ କିଛି ସିଟ୍ ଛଡ଼ାଇ ନେବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଗରେ ନବୀନ ଫିକା ପଡ଼ିବେ, ଆଉ ହାତରୁ ୧-୨ଟି ଲୋକସଭା ସିଟ୍ ହାତଛଡ଼ା ହେବ ବୋଲି ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଜାରି ରହିଥିବା ସର୍ଭେ ରିପୋର୍ଟରୁ ଆଭାସ ମିଳୁଛି ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ଟି, ବିଜେପିକୁ ୮ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story