ଭାରତୀୟ ଦୃଷ୍ଟିହୀନ ଦଳରେ ୩ ଓଡ଼ିଆ କ୍ରିକେଟର୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ୍ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଢାକାରେ ହେବାକୁଥିବା ଦୃଷ୍ଟିହୀନ ଟି-୨୦ ଟ୍ରାଇ- ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଭାରତୀୟ ଦଳରେ ତିନିଜଣ ଓଡ଼ିଆ କ୍ରିକେଟରଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ମହମ୍ମଦ ଜାଫର ଇକବାଲ୍, କାଳିଆ ପ୍ରଧାନ ଓ ପଙ୍କଜ ଭୁଏ। ଟିମର ନେତୃତ୍ୱ ନେବେ ଅଜୟ କୁମାର ରେଡ୍ଡି। ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ପାଇଁ ପଶ୍ଚିମବଙ୍ଗର ବଙ୍ଗବାସୀ କଲେଜ ଗ୍ରାଉଣ୍ଡରେ ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ […]

jafar-Iqbal,-Kalia-Pradhan,-Pankaj-Bhue

jafar-Iqbal,-Kalia-Pradhan,-Pankaj-Bhue

Ranjit Kumar Jena
  • Published: Friday, 26 March 2021
  • Updated: 26 March 2021, 08:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଏପ୍ରିଲ୍ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଢାକାରେ ହେବାକୁଥିବା ଦୃଷ୍ଟିହୀନ ଟି-୨୦ ଟ୍ରାଇ- ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। ଭାରତୀୟ ଦଳରେ ତିନିଜଣ ଓଡ଼ିଆ କ୍ରିକେଟରଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ମହମ୍ମଦ ଜାଫର ଇକବାଲ୍, କାଳିଆ ପ୍ରଧାନ ଓ ପଙ୍କଜ ଭୁଏ। ଟିମର ନେତୃତ୍ୱ ନେବେ ଅଜୟ କୁମାର ରେଡ୍ଡି। ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ପାଇଁ ପଶ୍ଚିମବଙ୍ଗର ବଙ୍ଗବାସୀ କଲେଜ ଗ୍ରାଉଣ୍ଡରେ ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ଦଳର କୋଚିଂ କ୍ୟାମ୍ପ ଚାଲିବ। ଏହି କ୍ୟାମ୍ପରୁ ହିଁ ଟିମ୍ ଚୟନ କରାଯାଇଛି।

ବାଂଲାଦେଶର ୫୦ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଏବଂ ଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବାଂଲାଦେଶ ଦୃଷ୍ଟିହୀନ କ୍ରିକେଟ୍ କାଉନସିଲ୍ (ବିବିସିସି) ଓ ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍ (ଡବ୍ଲ୍ୟୁବିସି) ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ଆୟୋଜକ ବାଂଲାଦେଶ ଓ ପାକିସ୍ତାନ ଭାଗ ନେବେ। କୋଭିଡ୍-୧୯ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ଦୃଷ୍ଟିହୀନ ଟୁର୍ଣ୍ଣାମେଣ୍ଟ ହେବ।

ଭାରତୀୟ ଦଳ: କାଳିଆ ପ୍ରଧାନ (ଓଡ଼ିଶା), ଅକ୍ଷର ବୋରିକର (ଗୋଆ), ସୁଜିତ୍ ମୁଣ୍ଡା (ଝାରଖଣ୍ଡ), ମହମ୍ମଦ ଜାଫର ଇକବାଲ୍ (ଓଡ଼ିଶା), ଅକ୍ଷର ଚୌଧୁରୀ (ମହାରାଷ୍ଟ୍ର), ବାସାପ୍ପା ୱାଡାଗୋଲ (କର୍ଣ୍ଣାଟକ), ଅଜୟ କୁମାର ରେଡ୍ଡି (ଆନ୍ଧ୍ର ପ୍ରଦେଶ), ଡି. ଭେଙ୍କଟେଶ୍ୱର ରାଓ (ଆନ୍ଧ୍ର ପ୍ରଦେଶ), ମନୀଷ ଆନନ୍ଦନ (କେରଳ), ଲୋକେଶା (କର୍ଣ୍ଣାଟକ), ଦିବ୍ୟେନ୍ଦୁ ମହତ (ପଶ୍ଚିମବଙ୍ଗ), ସୁନୀଲ ରମେଶ (କର୍ଣ୍ଣାଟକ, ଭାଇସ୍-କ୍ୟାପଟେନ୍), ଦୀପକ (ହରିୟାଣା), ଟି. ଦୁର୍ଗା ରାଓ (ଆନ୍ଧ୍ର ପ୍ରଦେଶ), ପଙ୍କଜ ଭୁଏ (ଓଡ଼ିଶା), ଏ ରବି (ଆନ୍ଧ୍ର ପ୍ରଦେଶ)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story