ପିଏମ୍ ମୋଦି ଦେଲେ ନିର୍ଦ୍ଦେଶ, ଟୋକିଓ ଯିବାକୁ ଥିବା ସବୁ ଆଥଲେଟଙ୍କୁ ତୁରନ୍ତ ଟିକା ଦିଅ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ବିଗୁଲ୍ ବାଜିବାକୁ ଆଉ ମାତ୍ର ୫୦ ଦିନ ବାକି ରହିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅଲିମ୍ପିକ୍ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଥଲେଟଙ୍କ ପାଇଁ ନିରବଚ୍ଛିନ୍ନ ପ୍ରଶିକ୍ଷଣ, ଅଲିମ୍ପିକ୍ କୋଟା ହାସଲ କରିବା ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା, ଆଥଲେଟଙ୍କୁ ଟିକାକରଣ ଏବଂ ସେମାନଙ୍କୁ ପ୍ରଦାନ କରାଯାଉଥିବା ଅନୁକୂଳ ସହାୟତା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଛନ୍ତି। […]

pm-modi

pm-modi

Ranjit Kumar Jena
  • Published: Thursday, 03 June 2021
  • Updated: 03 June 2021, 11:11 PM IST

Sports

Latest News

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ବିଗୁଲ୍ ବାଜିବାକୁ ଆଉ ମାତ୍ର ୫୦ ଦିନ ବାକି ରହିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅଲିମ୍ପିକ୍ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଥଲେଟଙ୍କ ପାଇଁ ନିରବଚ୍ଛିନ୍ନ ପ୍ରଶିକ୍ଷଣ, ଅଲିମ୍ପିକ୍ କୋଟା ହାସଲ କରିବା ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା, ଆଥଲେଟଙ୍କୁ ଟିକାକରଣ ଏବଂ ସେମାନଙ୍କୁ ପ୍ରଦାନ କରାଯାଉଥିବା ଅନୁକୂଳ ସହାୟତା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଟୋକିଓ ଅଲିମ୍ପିକ୍ ପାଇଁ ଯାତ୍ରା କରୁଥିବା ସମସ୍ତ ଯୋଗ୍ୟ ଏବଂ ସମ୍ଭାବ୍ୟ ଆଥଲେଟ୍, ସହଯୋଗୀ ଷ୍ଟାଫ୍ ଏବଂ ଅଧିକାରୀଙ୍କୁ ତୁରନ୍ତ ଟିକା ଦିଆଯାଉ। ପିଏମ୍ ମୋଦି କହିଛନ୍ତି ଯେ ଜୁଲାଇରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଭାରତୀୟ ଅଲିମ୍ପିକ୍ ଦଳ ସହ ଯୋଗ ଦେବେ। ଏହି ଅବସରରେ ସେ ଭାରତୀୟ ଆଥଲେଟଙ୍କୁ ପ୍ରୋତ୍ସାହନ କରିବା ସହ ସମସ୍ତ ଭାରତୀୟଙ୍କୁ ଶୁଭକାମନା ଜଣାଇବେ।

ପିଏମ୍ ମୋଦି କହିଛନ୍ତି, କ୍ରୀଡ଼ା ଆମ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବ କ୍ରୀଡ଼ାବିତ୍ ଏକ ମଜଭୁତ୍ ଓ ଜୀବନ୍ତ ସଂସ୍କୃତିର ନିର୍ମାଣ କରୁଛନ୍ତି। ଅଲିମ୍ପିକରେ ଭାଗ ନେଉଥିବା ଯୁବ କ୍ରୀଡ଼ାବିତଙ୍କ ସହ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିଛି। ଗ୍ଲୋବାଲ୍ ସ୍ତରରେ ସଫଳ ପ୍ରଦର୍ଶନ କରିଥିବା ପ୍ରତ୍ୟେକ ଯୁବ ଖେଳାଳି ହଜାର ହଜାର ସଂଖ୍ୟାରେ ଯୁବକଙ୍କୁ କ୍ରୀଡ଼ାକୁ ଆପଣାଇବା ପାଇଁ ପ୍ରେରିତ କରିବେ।

ଅନ୍ୟପକ୍ଷରେ ଅଧିକାରୀ କହିଛନ୍ତି, ଅଲିମ୍ପିକରେ ଭାଗ ନେଉଥିବା ଆଥଲେଟଙ୍କୁ ପ୍ରୋତ୍ସାହନ କରିବା ଏବଂ ସେମାନଙ୍କର ମନୋବଳ ବଢ଼ାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ମୋଟ ୧୦୦ ଆଥଲେଟ୍ ୧୧ କ୍ରୀଡ଼ାରେ ଟୋକିଓ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଥିବା ଅଧିକାରୀମାନେ ପିଏମ୍ ମୋଦିଙ୍କୁ ଜଣାଇଛନ୍ତି। ଏହାସହ ଆଉ ୨୫ ଆଥଲେଟଙ୍କର କ୍ୱାଲିଫାଏ କରିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କ୍ରୀଡ଼ାବିତଙ୍କ ପାଇଁ ସବୁବେଳେ ଆଗକୁ ଆସିଛନ୍ତି। ତାଙ୍କ କାର୍ଯ୍ୟକାଳରେ କ୍ରୀଡ଼ାବିତଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story