ଅଲ ଇଣ୍ଡିଆ ସିନିୟର ରାଙ୍କିଙ୍ଗ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଋତୁପର୍ଣ୍ଣାଙ୍କୁ ସଫଳତା

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ଅଲ୍ ଇଣ୍ଡିଆ ସିନିୟର ରାଙ୍କିଙ୍ଗ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଶଟଲର୍ ଋତୁପର୍ଣ୍ଣା ପଣ୍ଡା ଡବଲ୍ ସଫଳତା ଅର୍ଜନ କରିଛନ୍ତି। ଋତୁପର୍ଣ୍ଣା ମିକ୍ସଡ୍ ଡବଲ୍ସରେ ଟାଇଟଲ୍ ଜିତିଥିବା ବେଳେ ମହିଳା ଡବଲ୍ସରେ ରନର୍ସଅପ୍ ହୋଇଛନ୍ତି। ଋତୁପର୍ଣ୍ଣା ନିଜ ସାଥୀ ଧ୍ରୁବ କପିଲାଙ୍କ ସହ ମିଶି ରବିବାର ମିକ୍ସଡ୍ ଡବଲ୍ସ ଫାଇନାଲରେ ମନାଲୀ ବୋରା ଓ ସଂଗ୍ରାମ ଚୁଟିଆଙ୍କୁ ସିଧାସଳଖ ୨୧-୧୩, ୨୧-୧୯ ଗେମରେ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି। ସେହିପରି ମହିଳା ଡବଲ୍ସ ଫାଇନାଲରେ […]

rutu

rutu

Hemant Lenka
  • Published: Sunday, 28 April 2019
  • Updated: 28 April 2019, 05:02 PM IST

Sports

Latest News

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ଅଲ୍ ଇଣ୍ଡିଆ ସିନିୟର ରାଙ୍କିଙ୍ଗ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଶଟଲର୍ ଋତୁପର୍ଣ୍ଣା ପଣ୍ଡା ଡବଲ୍ ସଫଳତା ଅର୍ଜନ କରିଛନ୍ତି। ଋତୁପର୍ଣ୍ଣା ମିକ୍ସଡ୍ ଡବଲ୍ସରେ ଟାଇଟଲ୍ ଜିତିଥିବା ବେଳେ ମହିଳା ଡବଲ୍ସରେ ରନର୍ସଅପ୍ ହୋଇଛନ୍ତି।

ଋତୁପର୍ଣ୍ଣା ନିଜ ସାଥୀ ଧ୍ରୁବ କପିଲାଙ୍କ ସହ ମିଶି ରବିବାର ମିକ୍ସଡ୍ ଡବଲ୍ସ ଫାଇନାଲରେ ମନାଲୀ ବୋରା ଓ ସଂଗ୍ରାମ ଚୁଟିଆଙ୍କୁ ସିଧାସଳଖ ୨୧-୧୩, ୨୧-୧୯ ଗେମରେ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି।

ସେହିପରି ମହିଳା ଡବଲ୍ସ ଫାଇନାଲରେ ଋତୁପର୍ଣ୍ଣା ଓ କେୟୁରା ମୋପାତି ୨୧-୧୧, ୨୧-୧୭ ଗେମରେ ଶିଖା ଗୌତମ ଓ ଅଶ୍ୱିନୀ ଭଟ୍ଟଙ୍କ ନିକଟରୁ ହାରି ରନର୍ସଅପ୍ ହୋଇଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସରେ କିରନ୍ ଜର୍ଜ ଓ ମହିଳା ସିଙ୍ଗଲ୍ସରେ ଆକର୍ଷୀ କଶ୍ୟପ୍ ଚାମ୍ପିଅନ୍ ହୋଇଛନ୍ତି। ପୁରୁଷ ଡବଲ୍ସରେ କ୍ରିଷ୍ଣା ପ୍ରସାଦ ଓ ଧ୍ରୁବ କପିଲା ଟାଇଟଲ୍ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story