Advertisment

ମା' ସାମ୍ନାରେ ପୁଅକୁ ମାରିଥିଲା ଆଉ ଏକ ପୁଅ

ଯେଉଁ ଜହ୍ଲାଦକୁ ପରିବାର ଖୋଜୁଥିଲେ ସେ ଥିଲା ଘରର ପୁଅ। ସୁପାରୀ ଦେଇ ନିଜେ ଭାଇ ହିଁ କରାଇଥିଲା ଭାଇର ହତ୍ୟା। ମା’ ସାମ୍ନାରେ ଛଟପଟ ହୋଇ ମରୁଥିଲା ପୁଅ। ଆଉ କେହି ନୁହେଁ ମା’ଠୁ ପୁଅକୁ ଛଡାଇ ନେଇଥିଲା ଆଉଗୋଟେ ପୁଅ ।

author-image
Sonali Kabi
ଅଦ୍ୟତନ ହୋଇଛି
ମା' ସାମ୍ନାରେ ପୁଅକୁ ମାରିଥିଲା ଆଉ ଏକ ପୁଅ

murder case

ଯେଉଁ ଜହ୍ଲାଦକୁ ପରିବାର ଖୋଜୁଥିଲେ ସେ ଥିଲା ଘରର ପୁଅ। ସୁପାରୀ ଦେଇ ନିଜେ ଭାଇ ହିଁ କରାଇଥିଲା ଭାଇର ହତ୍ୟା। ମା' ସାମ୍ନାରେ ଛଟପଟ ହୋଇ ମରୁଥିଲା ପୁଅ। ଆଉ କେହି ନୁହେଁ ମା'ଠୁ ପୁଅକୁ ଛଡାଇ ନେଇଥିଲା ଆଉଗୋଟେ ପୁଅ ।

Advertisment

Bolangir Muder Case