ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ରାହୁଲ ସାମିଲ

rahul

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ କେ.ଏଲ୍‌. ରାହୁଲ ସାମିଲ ହୋଇଛନ୍ତି।  ଆସନ୍ତା ୧୭ ତାରିଖରୁ ବିଶାଖାପାଟନାରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ।

ବିସିସିଆଇ ସମ୍ପାଦକ ଅଜୟ ସିରକେ ଏ ନେଇ ଆଜି ସୂଚନା ଦେଇଛନ୍ତି।

ରାହୁଲ ଦଳରେ ସାମିଲ ହେବା ପରେ ଗୌତମ ଗମ୍ଭୀର ବାହାରେ ରହିବା ଆଶା କରାଯାଉଛି। ପ୍ରଥମ ଟେଷ୍ଟରେ ଗମ୍ଭୀର ପ୍ରଥମ ଇଂନିସ୍‌ରେ ୨୯ ରନ କରିଥିବା ବେଳେ ଦ୍ୱିତୀୟ ଇଂନିସ୍‌ରେ ଖାତା ଖୋଲିପାରି ନ ଥିଲେ।

Previous ArticleNext Article

Send this to a friend