ଆଦିତ୍ୟ ଚୋପ୍ରା ନେଲେ ବଡ଼ ନିଷ୍ପତ୍ତି

ମୁମ୍ୱାଇ: ହିନ୍ଦୀ ସିନେମାରେ ୟଶରାଜ ଫିଲ୍ମସର ରହିଛି ବଡ଼ ଯୋଗଦାନ। ଅନେକ ବଡ଼ ବଡ଼ ହିଟ‌୍‍ ଫିଲ୍ମ ଦେଇଛି ଏହି ପ୍ରଯୋଜନା ସଂସ୍ଥା। ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର ହେବାର ସୁଯୋଗ ଦେଇଛି। ଆଜି ବି ବଲିଉଡକୁ ଆସୁଥିବା ପ୍ରତ୍ୟେକ ଅଭିନେତା ଓ ଅଭିନେତ୍ରୀ ଏହି ପ୍ରଯୋଜନା ସଂସ୍ଥା ସହିତ କାମ କରିବାକୁ ଚାହାଁନ୍ତି। ଅନ୍ୟପକ୍ଷରେ ୫୦ ବର୍ଷରେ ପଦାର୍ପଣ କରିସାରିଥିବା ଏହି ପ୍ରଯୋଜନା ସଂସ୍ଥା ଦେଶବିଦେଶରେ ଏହାର ସୁବର୍ଣ୍ଣ ଜୟନ୍ତୀକୁ ଜାକଜମକରେ ପାଳନ କରିବାକୁ […]

Aditya-Chopra

Aditya-Chopra

Jitendra Garnayak
  • Published: Friday, 14 May 2021
  • Updated: 14 May 2021, 04:10 PM IST

Sports

Latest News

ମୁମ୍ୱାଇ: ହିନ୍ଦୀ ସିନେମାରେ ୟଶରାଜ ଫିଲ୍ମସର ରହିଛି ବଡ଼ ଯୋଗଦାନ। ଅନେକ ବଡ଼ ବଡ଼ ହିଟ‌୍‍ ଫିଲ୍ମ ଦେଇଛି ଏହି ପ୍ରଯୋଜନା ସଂସ୍ଥା। ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର ହେବାର ସୁଯୋଗ ଦେଇଛି। ଆଜି ବି ବଲିଉଡକୁ ଆସୁଥିବା ପ୍ରତ୍ୟେକ ଅଭିନେତା ଓ ଅଭିନେତ୍ରୀ ଏହି ପ୍ରଯୋଜନା ସଂସ୍ଥା ସହିତ କାମ କରିବାକୁ ଚାହାଁନ୍ତି।

ଅନ୍ୟପକ୍ଷରେ ୫୦ ବର୍ଷରେ ପଦାର୍ପଣ କରିସାରିଥିବା ଏହି ପ୍ରଯୋଜନା ସଂସ୍ଥା ଦେଶବିଦେଶରେ ଏହାର ସୁବର୍ଣ୍ଣ ଜୟନ୍ତୀକୁ ଜାକଜମକରେ ପାଳନ କରିବାକୁ ଯୋଜନା କରିଥିବା ବେଳେ ଏହି ନିଷ୍ପତ୍ତିକୁ ବଦଳାଇଛି। ୫୦ ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ୟଶରାଜ ଫିଲ୍ମସ କୋଟି କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିବା ବେଳେ ଏବେ ଏହି ଅର୍ଥକୁ କୋଭିଡ-୧୯ ପ୍ରଭାବିତ ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି କରିଛି।

୧୯୭୦ରେ ସ୍ଥାପିତ ୟଶରାଜ ଫିଲ୍ମ ଗତ ବର୍ଷ ୫୦ ବର୍ଷ ପୂରଣ କରିଥିଲା। ଆଉ ଏହି ଅବସରରେ ଚଳିତ ବର୍ଷ ବଡ଼ ଧରଣ ଉତ୍ସବ ପାଳନ କରିବାକୁ ଲକ୍ଷ୍ୟ ରଖିଥିଲେ ସଂସ୍ଥାର ଚେୟାରମ୍ୟାନ ଆଦିତ୍ୟ ଚୋପ୍ରା। କିନ୍ତୁ ନିଷ୍ପତ୍ତି ପରିବର୍ତ୍ତନ କରି ସେ କରୋନା ଆକ୍ରାନ୍ତ ଓ କୋଭିଡ ଯୋଦ୍ଧାଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ସେହିପରି ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଶ୍ରମିକମାନଙ୍କ ପାଇଁ ସେ ଏହି ଅର୍ଥ ଖର୍ଚ୍ଚ କରିବେ।

ୟଶରାଜ ଫିଲ୍ମସ ଷ୍ଟୁଡିଓରେ କାମ କରୁଥିବା ଶତାଧିକ କର୍ମଚାରୀଙ୍କ ପାଇଁ ରୋଷେଇ କରୁଥିବା ଟିମ‌୍‍ ଏବେ ଶୁଟିଂ ବନ୍ଦ ହେବା ପରେ ପୁଣି ରୋଷେଇ କରିବାକୁ ପ୍ରସ୍ତୁତ ହୋଇଯାଇଛି। ସୂଚନା ଅନୁଯାୟୀ, ଗୋରେଗାଁଓରେ କାର୍ଯ୍ୟରତ ହଜାରେରୁ ଅଧିକ ଫ୍ରଣ୍ଟଲାଇନ ୱାର୍କରଙ୍କ ପାଇଁ ଏଠାରେ ଖାଦ୍ୟ ପ୍ରସ୍ତୁତ କରାଯିବ। ସେହିପରି ଅନ୍ଧେରୀରେ ତିଆରି ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଲୋକମାନଙ୍କୁ ମଧ୍ୟ ଏଠାରୁ ଖାଦ୍ୟ ଯୋଗାଇ ଦିଆଯିବ।

ସେହିପରି ସପ୍ତାହେ ତଳେ ୟଶରାଜ ଫିଲ୍ମସ ଆରମ୍ଭ କରିଛି ୟଶ ଚୋପ୍ରା ସାଥୀ ଇନିସିଏଟିଭ‌୍‍। ଏହାରି ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରୀର ହଜାର ହଜାର ଲୋକଙ୍କ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ। ଇଣ୍ଡଷ୍ଟ୍ରୀରେ କାମ କରୁଥିବା ଶ୍ରମିକ ଶ୍ରେଣୀର ମହିଳା ତଥା ବରିଷ୍ଠ ନାଗରିକମାନଙ୍କ ବ୍ୟାଙ୍କ ଖାତାକୁ ୫୦୦୦ ଟଙ୍କା ଲେଖାଏଁ ପଠାଯିବ। ସେହିଭଳି ଯେଉଁ ଶ୍ରମିକମାନଙ୍କର ୪ ଜଣ ସଦସ୍ୟ ବିଶିଷ୍ଟ ପରିବାର ଥିବ ସେମାନଙ୍କ ମାସକ ରାସନ ସାମଗ୍ରୀ ପ୍ରଦାନ କରାଯିବ।

ବଲିଉଡ‌୍‍‌୍‍ ଇଣ୍ଡଷ୍ଟ୍ରୀରେ ପ୍ରାୟ ୩୦ ହଜାର ପଞ୍ଜିକୃତ ଶ୍ରମିକ ଥିବା ବେଳେ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ କରିବାକୁ ୟଶରାଜ ଫିଲ୍ମସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ଆଉ ଟିକା ବାବଦକୁ ଖର୍ଚ୍ଚ ହେବାକୁ ଥିବା ଅର୍ଥ ସଂସ୍ଥା ନିଜେ ଉଠାଇବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story