ସ୍ୱାମୀ: ମୋ ପାଖରେ ଏମିତି କ’ଣ ଦେଖିଲ ଯେ, ବାହା ହେବାକୁ ରାଜି ହୋଇଗଲ ?

ସ୍ତ୍ରୀ: ଧେତ୍‌ କହିବିନି…

ସ୍ୱାମୀ: ପ୍ଲିଜ୍‌ ଥରେ କୁହନା..

ସ୍ତ୍ରୀ: ରାଗିବନି ଟି ?

ସ୍ୱାମୀ: ଆରେ, ରାଗିବିନି କହୁଛି ପା, କହୁନ

ସ୍ତ୍ରୀ: ଆମ ବାଲକୋନୀରୁ ସବୁବେଳେ ତୁମକୁ ଲୁଗା କାଚିବା, ବାସନ ମାଜିବା, ରୁଟି ବେଲିବା ଦେଖିଛି ତ …