/odisha-reporter/media/post_attachments/uploads/2019/08/hasa-4.jpg)
hasa
ସାର୍: ଆଚ୍ଛା କହିଲ ପିଲେ! ନାଡ଼ାକୁ ଇଂରାଜୀରେ କ’ଣ କୁହାଯାଏ?
ମୁନା: ସାର୍! ନାଡାକୁ ଇଂରାଜୀରେ ପିଏଚ୍ଡି କୁହାଯାଏ।
Advertisment
ସାର୍: ମାନେ...!
ମୁନା: ସାର୍! ପାଇଜାମା ହୋଲଡିଂ ଡିଭାଇସ (ପିଏଚ୍ଡି)। ମାନେ ଏହି ଡିଭାଇସ ଦ୍ୱାରା ପାଇଜାମାଟା ଠିକ୍ ଜାଗାରେ ରହିଥାଏ।
ଏ କଥା ଶୁଣି ସାର୍ ମୁଣ୍ଡ ଗୋଲ୍ ହୋଇଗଲା!!
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
