/odisha-reporter/media/post_attachments/uploads/2019/07/pappu.jpg)
pappu
ପପୁର ବାହାଘର ହେଲା। ବାହାଘରରେ ତା’ର ଶ୍ୱଶୁର ତାକୁ ଯୌତୁକରେ ଚେସ୍ ବୋର୍ଡ ଦେଲେ। ତା’ପରେ କ’ଣ ହେଲା ପଢ଼ନ୍ତୁ-
Advertisment
ପପୁ: ବାପା ଏଇ ଚେସ୍ ବୋର୍ଡ କ’ଣ ପାଇଁ ?
ଶ୍ୱଶୁର : ମୋର ଇଚ୍ଛା ଥିଲା ଯେ ବାହାଘରରେ ମୋ ଝିଅକୁ ହାତୀ, ଘୋଡ଼ା ଓ ଚାକର-ବାକର ଦେବି। ଆଜି ସେହି ଇଚ୍ଛା ପୂରଣ ହେଲା।
/odisha-reporter/media/post_attachments/uploads/2019/07/pappu.jpg)
pappu