Human Intrest news ହୃଦୟ ଓ ହାର୍ଟ ମଧ୍ୟରେ ଫରକ ଶିକ୍ଷକ- ହୃଦୟ ଏବଂ ହାର୍ଟ ମଧ୍ୟରେ କିଛି ଫରକ ଅଛି? ପପୁ- ହଁ, ଅଛି। ଶିକ୍ଷକ- କ’ଣ ସେଇଟା? ପପୁ- ଯେଉଁଟା ଯୁବା ଅବସ୍ଥାରେ ଧକ୍ଧକ୍ କରେ ସେଇଟା ହୃଦୟ। ଆଉ ଯେଉଁଟା ବୃଦ୍ଧା ଅବସ୍ଥାରେ ଧକ୍ଧକ୍ କରେ ସେଇଟା ହାର୍ଟ। Biswobandita Swain 08 Jan 2020 12:49 IST teacher-1ଶିକ୍ଷକ- ହୃଦୟ ଏବଂ ହାର୍ଟ ମଧ୍ୟରେ କିଛି ଫରକ ଅଛି?ପପୁ- ହଁ, ଅଛି।ଶିକ୍ଷକ- କ’ଣ ସେଇଟା?ପପୁ- ଯେଉଁଟା ଯୁବା ଅବସ୍ଥାରେ ଧକ୍ଧକ୍ କରେ ସେଇଟା ହୃଦୟ। ଆଉ ଯେଉଁଟା ବୃଦ୍ଧା ଅବସ୍ଥାରେ ଧକ୍ଧକ୍ କରେ ସେଇଟା ହାର୍ଟ।Advertisment Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ