Human Intrest news ଆପଣଙ୍କର ତ ଏତେ ବୟସ ହୋଇନି! ପପୁ ତାର ଜଣେ ପଡୋଶୀଙ୍କ ପିଲାକୁ ପିଟିଦେଲା। ପଡୋଶୀ ଜଣଙ୍କ ରାଗିଯାଇ ପପୁ ସହ ଲଢିବା ପାଇଁ ଚାଲିଆସିଲେ। ପଡୋଶୀଙ୍କୁ ଦେଖି ପପୁ ପଚାରିଲା କ’ଣ ଇଏ ଆପଣଙ୍କ ପିଲା? ଆପଣଙ୍କର ତ ଏତେ ବୟସ ହେବାପରି ଲାଗୁନି। ସେଠାରେ ହିଁ ପପୁ ଏବଂ ତାଙ୍କ ପଡୋଶୀ ମଧ୍ୟରେ ଝଗଡା ସରିଗଲା। Biswobandita Swain 16 Sep 2019 07:38 IST papuପପୁ ତାର ଜଣେ ପଡୋଶୀଙ୍କ ପିଲାକୁ ପିଟିଦେଲା। ପଡୋଶୀ ଜଣଙ୍କ ରାଗିଯାଇ ପପୁ ସହ ଲଢିବା ପାଇଁ ଚାଲିଆସିଲେ। ପଡୋଶୀଙ୍କୁ ଦେଖି ପପୁ ପଚାରିଲା କ’ଣ ଇଏ ଆପଣଙ୍କ ପିଲା? ଆପଣଙ୍କର ତ ଏତେ ବୟସ ହେବାପରି ଲାଗୁନି। ସେଠାରେ ହିଁ ପପୁ ଏବଂ ତାଙ୍କ ପଡୋଶୀ ମଧ୍ୟରେ ଝଗଡା ସରିଗଲା।Advertisment Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ