/odisha-reporter/media/post_attachments/uploads/2019/09/car.jpg)
car
ପତ୍ନୀ: ହେଇଟି ବାହାଘରର ଏତେ ଦିନ ହେଲାଣି, କିନ୍ତୁ ତୁମେ କେବେ ବି ମୋତେ ସୁନା, ହୀରା ଓ ମୋତି ଭିତରୁ କୋଉଟା ଏଯାଏ ଗିଫ୍ଟ କରିନ।
Advertisment
ଏହା ଶୁଣି ସ୍ୱାମୀ ଏଇ ନିଅ ଧର କହି ତଳୁ ମାଟିରୁ ମୁଠେ ରାମ୍ପୁଡ଼ି ଆଣି ଧରେଇ ଦେଲେ।
ପତ୍ନୀ: ଏଗୁଡ଼ାକ କ’ଣ ଦଉଛ ମ?
ସ୍ୱାମୀ: ମୋବାଇଲ୍ଟାକୁ ପତ୍ନୀଙ୍କ କାନରେ ଲଗେଇ ଦେଇ କହିଲେ ଶୁଣ। (ଗୀତ ବାଜୁଥିଲା... ମେରେ ଦେଶ କୀ ଧରତୀ ସୋନା ଉଗ୍ଲେ... ଉଗ୍ଲେ ହୀରେ ମୋତି...ମେରେ ଦେଶ୍ କୀ ଧରତୀ...।)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
