ପପୁର ରକ୍ତ କିଏ ପିଇଲା?

ପ୍ରୀତିର ବୋଉକୁ ଡେଙ୍ଗୁ ହେଇଛି। ତେଣୁ ସପ୍ତାହେ ପାଇଁ ସେ ତାଙ୍କ ଘରକୁ ଯାଇଛି। ସେଠାରେ ସେ ତା’ ବୋଉର ଯତ୍ନ ନେଉଛି। ପପୁର ଦେଖାଶୁଣା କରିବା ପାଇଁ ଘରେ କେହି ନାହାନ୍ତି। ବର୍ଷା ଦିନରେ ଡେଙ୍ଗୁ ରୋଗ ବ୍ୟାପିଛି। ପପୁ କଥା ଭାବି ପ୍ରୀତି ଚିନ୍ତାରେ ପଡ଼ିଗଲା। ପ୍ରୀତି ଜାଣେ ପପୁକୁ ମଶାରି ଦେଇ ଶୋଇବାକୁ ଭଲ ଲାଗେନା। ସେ କିନ୍ତୁ ବାଧ୍ୟ କରି ମଶାରି ଦିଏ। ତାଙ୍କ ଘରେ ଥାଇ ଦିନେ ପପୁକୁ ଫୋନ୍‌ […]

papu

papu

Puspanjali Panda
  • Published: Friday, 06 September 2019
  • Updated: 06 September 2019, 08:29 AM IST

Sports

Latest News

ପ୍ରୀତିର ବୋଉକୁ ଡେଙ୍ଗୁ ହେଇଛି। ତେଣୁ ସପ୍ତାହେ ପାଇଁ ସେ ତାଙ୍କ ଘରକୁ ଯାଇଛି। ସେଠାରେ ସେ ତା’ ବୋଉର ଯତ୍ନ ନେଉଛି। ପପୁର ଦେଖାଶୁଣା କରିବା ପାଇଁ ଘରେ କେହି ନାହାନ୍ତି। ବର୍ଷା ଦିନରେ ଡେଙ୍ଗୁ ରୋଗ ବ୍ୟାପିଛି। ପପୁ କଥା ଭାବି ପ୍ରୀତି ଚିନ୍ତାରେ ପଡ଼ିଗଲା। ପ୍ରୀତି ଜାଣେ ପପୁକୁ ମଶାରି ଦେଇ ଶୋଇବାକୁ ଭଲ ଲାଗେନା। ସେ କିନ୍ତୁ ବାଧ୍ୟ କରି ମଶାରି ଦିଏ। ତାଙ୍କ ଘରେ ଥାଇ ଦିନେ ପପୁକୁ ଫୋନ୍‌ କଲା ପ୍ରୀତି। ତା’ପରେ କ’ଣ ହେଲା ପଢ଼ନ୍ତୁ...

ପ୍ରୀତି: ନିଜର ଧ୍ୟାନ ନେବ। ମଶାରି ଦେଇ ଶୋଉଛ ନା ନାହିଁ ?

ପପୁ : ନା ମଶାରି ଦେଉନି।

ପ୍ରୀତି : ଶୁଣିଛି ଡେଙ୍ଗୁ ରୋଗ ଚାରିଆଡ଼େ ବ୍ୟାପିଛି। ତମେ ମଶାରି ଦେଇ ଶୁଅ।

ପପୁ : ମୋର ସବୁ ରକ୍ତ ତ ତମେ ପିଇ ଦେଲ..ମଶା କ’ଣ ରକ୍ତଦାନ କରିବାକୁ ଆସିବ ???

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story