କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଙ୍ଗ କଲେଜର ୨୮ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ

କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଙ୍ଗ କଲେଜ ଛାତ୍ରାବାସର ୨୮ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ହଷ୍ଟେଲରେ ପହଞ୍ଚି ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍।

College

କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଙ୍ଗ କଲେଜ ।

Niharika Rout
  • Published: Saturday, 20 April 2024
  • Updated: 20 April 2024, 01:38 PM IST

କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଙ୍ଗ କଲେଜ ଛାତ୍ରାବାସର ୨୮ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ହଷ୍ଟେଲରେ ପହଞ୍ଚି ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍। ତେବେ କିପରି ଏକାଥରେ ଏତେ ସଂଖ୍ୟକ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହେଲେ ତାହା ସ୍ପଷ୍ଟ ହୋଇନାହିଁ। 

ଗତକାଲି କଲେଜ କର୍ତ୍ତୃପକ୍ଷଙ୍କଠାରୁ ଏକ ଛାତ୍ରାବାସର ୨୮ ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଏକ ମେଡ଼ିକାଲ୍ ଟିମ ପଠାଯାଇଥିଲା। କିନ୍ତୁ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଘରକୁ ପଳାଇଥିବା ବେଳେ ୧୨ ଜଣଙ୍କର ରକ୍ତ ପରୀକ୍ଷା କରାଯାଇଥିଲା । ଏଥିରୁ ସେମାନଙ୍କୁ ଜଣ୍ଡିସ ହୋଇଥିବା ଜଣାପଡିବା ପରେ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା କରାଯାଇଛି।

ଗତକାଲି କଲେଜ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ଆମେ ପହଞ୍ଚିଥିଲୁ। ଏହାପରେ ହଷ୍ଟେଲର ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛୁ। ପରିସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

Also Read

ହଷ୍ଟେଲ ପରିଚାଳକ ଅଜୟ ଦେହୁରୀ କହିଛନ୍ତି, ଗତକାଲି ମେଡିକାଲ ଟିମ୍‌ ଆସି ପାଣିର ସାମ୍ପଲ ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ସେମାନେ ପାଣି ଓ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି। ବୋରୱେଲ ତଥା ପିଏଚଡି ପାଣି କଲେଜକୁ ସଂଯୋଗ ହୋଇଛି। ପାଣି ବା ଖାଦ୍ୟ ସମସ୍ୟାରୁ ଏତେ ସଂଖ୍ୟକ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନି।

କିଛି ଛାତ୍ର କହିଛନ୍ତି, କିଛି ଦିନ ହେବ ଆମ ମୁଣ୍ଡ ବୁଲାଇବା ସହ ଅସୁସ୍ଥ ଅନୁଭବ କରିଥିଲୁ। ରକ୍ତ ପରୀକ୍ଷା କରିବା ପରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଲୁ। ଏବେ ଆମେ ଚିକିତ୍ସିତ ହେଉଛୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story