୫୫ ବର୍ଷ ପରେ ନିଜ ଘରେ ଧୂଳି ଚାଟିଲା ବିଜେପି

ମୁମ୍ୱାଇ: ମହାରାଷ୍ଟ୍ରରେ ଶାସନ ଗାଦିରେ ବସିବାର ବର୍ଷକ ପରେ ପୁଣିଥରେ ବିଜେପିକୁ ଶକ୍ତ ଝଟକା ଦେଇଛି ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ମେଣ୍ଟ। ବିଧାନ ପରିଷଦ ନିର୍ବାଚନରେ ମେଣ୍ଟ ମୋଟ୍ ୬ଟି ଆସନରୁ ୪ଟିରେ ଜିତିଥିବା ବେଳେ ବିଜେପିକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତେବେ ମେଣ୍ଟରେ ଶିବସେନା ଥିଲେ ମଧ୍ୟ କୌଣସି ଆସନରେ ବିଜୟୀ ହୋଇନି। ଚାରୋଟି ଆସନରୁ ଏନସିପି-କଂଗ୍ରେସ ଦୁଇଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ତେବେ ବିଜେପି ହାରିବା ପଛର […]

devendra-fadnavis-gadkari

devendra-fadnavis-gadkari

Subhransu Sekhar
  • Published: Tuesday, 08 December 2020
  • Updated: 08 December 2020, 02:07 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ଶାସନ ଗାଦିରେ ବସିବାର ବର୍ଷକ ପରେ ପୁଣିଥରେ ବିଜେପିକୁ ଶକ୍ତ ଝଟକା ଦେଇଛି ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ମେଣ୍ଟ। ବିଧାନ ପରିଷଦ ନିର୍ବାଚନରେ ମେଣ୍ଟ ମୋଟ୍ ୬ଟି ଆସନରୁ ୪ଟିରେ ଜିତିଥିବା ବେଳେ ବିଜେପିକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତେବେ ମେଣ୍ଟରେ ଶିବସେନା ଥିଲେ ମଧ୍ୟ କୌଣସି ଆସନରେ ବିଜୟୀ ହୋଇନି। ଚାରୋଟି ଆସନରୁ ଏନସିପି-କଂଗ୍ରେସ ଦୁଇଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

ତେବେ ବିଜେପି ହାରିବା ପଛର କାରଣ ଦଳୀୟ କନ୍ଦଳ ବୋଲି ଜଣାପଡ଼ିଛି। ବିଜେପିର ବିଚାରଧାରା ଗୁରୁ ଆରଏସଏସ। ନାଗପୁରରେ ରହିଛି ସଂଘର ମୁଖ୍ୟ କାର୍ଯ୍ୟାଳୟ। ଏହାକୁ ବିଜେପିର ଗଡ଼ କୁହାଯାଏ। ହେଲେ ଦୀର୍ଘ ୫୫ ବର୍ଷ ପରେ ବିଜେପି ନାଗପୁରରେ ହାରିଛି। ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ବାପା ଗଙ୍ଗା ରାଓ ଫଡନାଭିସ୍, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଏହି ଆସନରୁ ଜିତିଥିଲେ।

ତେବେ ଫଡନାଭିସ୍ ଚଳିତ ଥର ସନ୍ଦୀପ ଯୋଶୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ। ହେଲେ ଶୋଚନୀୟ ପରାଜୟ ବରଣ କରିଛନ୍ତି। ଏହା ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ବୋଲି ଜଣାପଡ଼ିଛି। କାରଣ ଗଡକରୀଙ୍କ ନିକଟ ତଥା ବର୍ତ୍ତମାନର ଏମଏଲସି ଅନିଲ ସୋଲେଙ୍କୁ ଟିକେଟ ଦେବା ପାଇଁ ଦାବି କରିଥିଲେ। ହେଲେ ଟିକେଟ ନମିଳିବା ପରେ ଦଳୀୟ କର୍ମୀ ଏବଂ ଗଡ଼କରୀ ନିର୍ବାଚନରେ ​​ଆଗ୍ରହ ଦେଖାଇ ନଥିଲେ। ତେଣୁ ବିଜେପି ଏଠି ମହାମେଣ୍ଟ ଆଗରେ ଧୁଳି ଚାଟିଛି।

ସେହିଭଳି ପୁନେ ଆସନରେ ପରାଜୟ ମଧ୍ୟ ବିଜେପିର ଗୋଷ୍ଠୀ କନ୍ଦଳ ବୋଲି ଜଣାପଡ଼ିଛି। ଏହି ଆସନରୁ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ପରେ ଚନ୍ଦ୍ରକାନ୍ତ ପାଟିଲ ଏଠାରୁ ଜିତିଥିଲେ। ତେବେ ପରାଜୟ ନେଇ ମୁହଁ ଖୋଲିଛନ୍ତି ଫଡନାଭିସ୍। ସେ କହିଛନ୍ତି ମେଣ୍ଟ ପ୍ରାର୍ଥୀଙ୍କ ଶକ୍ତିକୁ ଆକଳନ କରିବାରେ ଭୁଲ୍ ହେବାରୁ ନିର୍ବାଚନ ଫଳାଫଳ ତାଙ୍କ ବିପକ୍ଷରେ ଯାଇଛି।

ଆଗକୁ ପଢନ୍ତୁ : ‘କିଛି ରାଜ୍ୟରେ ଦଲାଲ ପ୍ରାୟୋଜିତ ଆନ୍ଦୋଳନ ଚାଲିଛି ’

ଶିବସେନା ନେତା ନୀଲମ ଗୋରେ କହିଛନ୍ତି, ଏହା ଆମର ମିଳିତ ମେଣ୍ଟ ପାଇଁ ବଡ଼ ବିଜୟ ଏବଂ ଏହା ଆମର ମେଣ୍ଟକୁ ଆହୁରି ମଜବୁତ କରିବ। ଭୋଟର ମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଏନସିପି ନେତା ଶରଦ ପାୱାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story