ପରଲୋକରେ ଆଡୋବ ଓ ପିଡିଏଫର ପ୍ରତିଷ୍ଠାତା

ନ୍ୟୁୟର୍କ: ଲୋକପ୍ରିୟ ସଫ୍ଟଓ୍ୱୟାର ଆଡୋବର ପ୍ରତିଷ୍ଠାତା ତଥା ପୋର୍ଟେବୁଲ ଡକ୍ୟୁମେଣ୍ଟ ଫର୍ମାଟ (ପିଡିଏଫ)ର ପ୍ରତିଷ୍ଠାତା ଚାର୍ଲସ ଚୁକଙ୍କର ପରଲୋକ ହୋଇଛି। ଶୁକ୍ରବାର ସାନଫ୍ରାନସିସକୋରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଚାର୍ଲସଙ୍କ ବିୟୋଗରେ ଆଡୋବର ସିଇଓ ଶାନ୍ତନୁ ନାରାୟେନ କହିଛନ୍ତି, ଆଡୋବ ପାଇଁ ଏହା ଅପୁରଣୀୟ କ୍ଷତି। ଚାର୍ଲସ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଆଡୋବକୁ ନିଜ ହାତରେ ତିଆରି କରି ଆଜି ବିଶ୍ୱର ପ୍ରତ୍ୟେକ ଘରେ ଘରେ ତାଙ୍କ କମ୍ପାନୀକୁ […]

adobe-founder

adobe-founder

Subhransu Sekhar
  • Published: Sunday, 18 April 2021
  • Updated: 18 April 2021, 04:16 PM IST

Sports

Latest News

ନ୍ୟୁୟର୍କ: ଲୋକପ୍ରିୟ ସଫ୍ଟଓ୍ୱୟାର ଆଡୋବର ପ୍ରତିଷ୍ଠାତା ତଥା ପୋର୍ଟେବୁଲ ଡକ୍ୟୁମେଣ୍ଟ ଫର୍ମାଟ (ପିଡିଏଫ)ର ପ୍ରତିଷ୍ଠାତା ଚାର୍ଲସ ଚୁକଙ୍କର ପରଲୋକ ହୋଇଛି। ଶୁକ୍ରବାର ସାନଫ୍ରାନସିସକୋରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା।

ଚାର୍ଲସଙ୍କ ବିୟୋଗରେ ଆଡୋବର ସିଇଓ ଶାନ୍ତନୁ ନାରାୟେନ କହିଛନ୍ତି, ଆଡୋବ ପାଇଁ ଏହା ଅପୁରଣୀୟ କ୍ଷତି। ଚାର୍ଲସ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଆଡୋବକୁ ନିଜ ହାତରେ ତିଆରି କରି ଆଜି ବିଶ୍ୱର ପ୍ରତ୍ୟେକ ଘରେ ଘରେ ତାଙ୍କ କମ୍ପାନୀକୁ ପହଞ୍ଚାଇ ପାରିଛନ୍ତି। ତାଙ୍କର ପରମର୍ଶ କ୍ରମେ ଆଡୋବ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ବେଳେ ଏବେ ସେ ପରଲୋକ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଚାର୍ଲସ ପ୍ରଥମେ ଆଡୋବ ପୋଷ୍ଟସ୍କ୍ରିପ୍ଟ ନାମକ ଏକ ସଫ୍ଟଓ୍ୱୟାର ତିଆରି କରିଥିଲେ। ଏହି ସଫ୍ଟଓ୍ୱୟାର ଜରିଆରେ ଟେକ୍ସଟ ଲେଟର ଏବଂ ଫଟୋକୁ ପେପରରେ ପ୍ରିଣ୍ଟ କରି ହେଉଥିଲା। ଏହାପରେ ପିଡିଏଫସ ଆକ୍ରୋବଟ, ଇଲୁଷ୍ଟ୍ରେଟର, ପ୍ରିମିୟର ପ୍ରୋ ଏବଂ ଫଟୋସପ ସଫ୍ଟଓ୍ୱୟାର ତିଆରି କରିଥିଲେ।

ଚାର୍ଲସଙ୍କ ବିୟୋଗରେ ତାଙ୍କ ସ୍ତ୍ରୀ ନାନସୀ ନାନ ଗେସଚକେ (୭୮) ପ୍ରତିକ୍ରିୟାରେ କହିଛନ୍ତି, ଚାର୍ଲସ ଜଣେ ସଫଳ ବ୍ୟବସାୟୀ ଥିଲେ। ବିଶ୍ୱର ଅନ୍ୟତମ ପ୍ରମୁଖ କମ୍ପାନୀ ଭାବରେ ଆଡୋବକୁ ସେ ତିଆରି କରିବା ସହିତ ଏହାକୁ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ସେ ନିଜର ସଫଳତା ପାଇଁ ମଧ୍ୟ ଗର୍ବିତ ଥିଲେ। ଆଉ ସେ ବିଶ୍ୱର ଅନ୍ୟତମ ଭାଗ୍ୟବାନ ବ୍ୟକ୍ତି ବୋଲି ଭାବୁଥିଲେ।

୧୯୯୨ ମସିହାରେ ଚାର୍ଲସ ଚୁକଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ସେ ସକାଳେ ଚାଲି ଚାଲି ଯାଉଥିବାବେଳେ ହଠାତ ଦୁଇ ଜଣ ଦୁର୍ବୃତ୍ତ ଆସି ଅପହରଣ କରିନେଇଥିଲେ। ସେତେବେଳେ ଚାର୍ଲସଙ୍କୁ ୫୨ ବର୍ଷ ହୋଇଥିଲେ। ତେବେ ୪ ଦିନ ପରେ ସେ ଅପହରଣକାରୀଙ୍କ କବଳରୁ ମୁକ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story