ଜନସନ ଆଣ୍ଡ ଜନସନ ଟିକା ଉପରେ ଲାଗିଲା ରୋକ

ୱାଶିଂଟନ: କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକାରେ ଆଜି ବଡ଼ ଘଟଣା ଘଟିଛି। ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାର ଉପରେ ଆଜି ଆମେରିକା ସରକାର ସାମୟିକ ଭାବେ ରୋକ ଲଗାଇ ଦେଇଛନ୍ତି। ଟିକା ନେବା ପରେ ୬ ଜଣ ମହିଳା ରକ୍ତ ଜମାଟ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି ରିପୋର୍ଟ ମିଳିବା ପରେ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଟିକାକରଣ ଉପରେ ରୋଗ ଲଗାଇଛି। ତେବେ […]

Vaccine

Vaccine

Hemant Lenka
  • Published: Tuesday, 13 April 2021
  • Updated: 13 April 2021, 05:43 PM IST

Sports

Latest News

ୱାଶିଂଟନ: କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକାରେ ଆଜି ବଡ଼ ଘଟଣା ଘଟିଛି। ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାର ଉପରେ ଆଜି ଆମେରିକା ସରକାର ସାମୟିକ ଭାବେ ରୋକ ଲଗାଇ ଦେଇଛନ୍ତି। ଟିକା ନେବା ପରେ ୬ ଜଣ ମହିଳା ରକ୍ତ ଜମାଟ ଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଏହି ରିପୋର୍ଟ ମିଳିବା ପରେ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଟିକାକରଣ ଉପରେ ରୋଗ ଲଗାଇଛି। ତେବେ ଇତି ମଧ୍ୟରେ ୬୮ ଲକ୍ଷ ଲୋକ ଜନସନ ଆଣ୍ଡ ଜନସନର ପ୍ରସ୍ତୁତ କରିଥିବା ଟିକାର ଡୋଜ୍‌ ନେଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଟିକାର ଦ୍ୱିତୀୟ ଡୋଜ୍‌ ମଧ୍ୟ ନେଇଛନ୍ତି। ଏହା ସତ୍ତ୍ୱେ ଟିକାକରଣ ଉପରେ ରୋକ ଲାଗିବାରୁ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଆମେରିକା ଏଫଡିଏ ଟ୍ୱିଟ କରି କହିଛି ଯେ “ଆଜି ଏଫଡିଏ ଓ ସିଡିସି ଜନସନ ଆଣ୍ଡ ଜନସନ ଟିକା ଉପରେ ବିବୃତି ଜାରି କରିଛି। ସତର୍କତା ପଦକ୍ଷେପ ସ୍ୱରୂପ ଆମେ ଜନସନ ଟିକାର ବ୍ୟବହାର ଉପରେ ରୋକ ଲଗାଇବାକୁ ପରାମର୍ଶ ଦେଉଛୁ। ଟିକା ନେବା ପରେ ଅଜବ ରକ୍ତ ଜମାଟ ହେଉଥିବା ରିପୋର୍ଟ ଆସିଛି। ଏହାର ପ୍ରକ୍ରିୟା ଶେଷ ନ ହେବା ଯାଏ ଜନସନ ଆଣ୍ଡ ଜନସନର ପ୍ରଥମ ଡୋଜ୍‌ କାହାକୁ ଦିଆଯିବ ନାହିଁ।”

ମାନବ ପରୀକ୍ଷଣ ବେଳେ ଜନସନ ଆଣ୍ଡ ଜନସନ ଟିକା ଆମେରିକାରେ କରୋନା ବିରୋଧରେ ୮୫.୯%, ଦକ୍ଷିଣ ଆଫ୍ରିକାରେ ୮୧.୭% ଓ ବ୍ରାଜିଲ୍‌ରେ ୮୭.୬% ସଫଳ ହେଉଥିବା ଜଣାପଡ଼ିଥିଲା। ମାର୍ଚ୍ଚ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଜନସନ ଆଣ୍ଡ ଜନସନର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା।

ୟୁରୋପୀୟ ୟୁନିଅନ ଓ ଆମେରିକା ଏଫଡିଏ ମଧ୍ୟ ନିଜ ନିଜ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ଦେଇଥିଲା। ହେଲେ ଏବେ ଟିକା ନେବା ଦ୍ୱାରା ଭୀଷଣ ରକ୍ତ ଜମାଟ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି।

ଏହାପୂର୍ବରୁ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ଡୋଜ୍‌ ନେବା ପରେ ସମାନ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଏକାଧିକ ୟୁରୋପୀୟ ରାଷ୍ଟ୍ର ଟିକାର ବ୍ୟବହାର ଉପରେ ରୋକ ମଧ୍ୟ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story