ଅଟୋ ଦାମ୍‌ ୨୫,୦୦୦; ଜୋରିମାନା ଦେବେ ୪୭,୫୦୦!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଟୋ ରିକ୍ସା ଦାମ୍‌ ୨୫ ହଜାର ଟଙ୍କା। ହେଲେ ଫାଇନ ଲାଗିଲା ୪୭ ହଜାର ୫ ଶହ। ଟ୍ରାଫିକ ନିୟମ ଭାଙ୍ଗିବାରୁ ଭୁବନେଶ୍ୱର ଜଣେ ଅଟୋ ଚାଳକଙ୍କ ଉପରେ ଲାଗିଛି ଏପରି ବିଶାଳ ତଣ୍ଡ। ଅଟୋଚାଳକ ଜଣକ ମଦପିଇ ଗାଡ଼ି ଚଳାଇବାଠୁ ନେଇ ମୋଟ ୮ଟି ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ତାଙ୍କ ଉପରେ ଏଭଳି ଜରିମାନା ଲାଗିଥିବା କୁହାଯାଉଛି। ସେପଟେ ନିୟମକୁ କଡ଼ାକଡ଼ି ପାଳନ ଲକ୍ଷ୍ୟରେ କନଷ୍ଟେବଳଙ୍କୁ ମଧ୍ୟ ଚାଲାଣ କାଟିବାର କ୍ଷମତା ଦେବାକୁ […]

auto-cost-is-47-thousand-in-bbsr

auto-cost-is-47-thousand-in-bbsr

Manoranjan Sial
  • Published: Wednesday, 04 September 2019
  • Updated: 04 September 2019, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଟୋ ରିକ୍ସା ଦାମ୍‌ ୨୫ ହଜାର ଟଙ୍କା। ହେଲେ ଫାଇନ ଲାଗିଲା ୪୭ ହଜାର ୫ ଶହ। ଟ୍ରାଫିକ ନିୟମ ଭାଙ୍ଗିବାରୁ ଭୁବନେଶ୍ୱର ଜଣେ ଅଟୋ ଚାଳକଙ୍କ ଉପରେ ଲାଗିଛି ଏପରି ବିଶାଳ ତଣ୍ଡ। ଅଟୋଚାଳକ ଜଣକ ମଦପିଇ ଗାଡ଼ି ଚଳାଇବାଠୁ ନେଇ ମୋଟ ୮ଟି ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ତାଙ୍କ ଉପରେ ଏଭଳି ଜରିମାନା ଲାଗିଥିବା କୁହାଯାଉଛି। ସେପଟେ ନିୟମକୁ କଡ଼ାକଡ଼ି ପାଳନ ଲକ୍ଷ୍ୟରେ କନଷ୍ଟେବଳଙ୍କୁ ମଧ୍ୟ ଚାଲାଣ କାଟିବାର କ୍ଷମତା ଦେବାକୁ ଅନୁରୋଧ କରି ଗୃହବିଭାଗଙ୍କୁ ଚିଠି ଲେଖିଛନ୍ତି ପୁଲିସ୍ କମିଶନର।

୭ ଦିନ ତଳେ ୨୫,୦୦୦ ଟଙ୍କା ଦେଇ ହାଡ଼ିବନ୍ଧୁ କଅଁର ଗୋଟିଏ ଅଟୋ କିଣିଥିଲେ। ନୂଆ ଟ୍ରାଫିକ୍‌ ନିୟମ ଭାଙ୍ଗିଥିବାରୁ ଶ୍ରୀ କଅଁରଙ୍କୁ ଜରିମାନା ହୋଇଛି। ସେ ୮ଟି ନିୟମ ଭାଙ୍ଗିଥିବାରୁ ୪୭ ହଜାର ୫ ଶହ ଟଙ୍କାର ଜରିମାନା ହୋଇଛି। ସାଧାରଣ ନିୟମ ଭାଙ୍ଗିଥିବାରୁ ୫୦୦ ଟଙ୍କା, ଅଣଅଧିକୃତ ବ୍ୟକ୍ତି ଅଟୋ ଚଲାଉଥିବା ଅଭିଯୋଗରେ ୫୦୦୦ଟଙ୍କା, ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବାରୁ ୫୦୦୦ ଟଙ୍କା, ମଦ ପିଇ ଡ୍ରାଇଭିଂ କରୁଥିବାରୁ ୧୦ ହଜାର ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦ ହଜାର, ଆର୍‌ସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନଥିବାରୁ ୫ ହଜାର, ପରମିଟ୍‌ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର, ଗାଡ଼ିର ବୀମା ନଥିବାରୁ ୨ ହଜାର ଟଙ୍କା ତାଙ୍କୁ ଜରିମାନା ହୋଇଛି। ଏହି ଜରିମାନା ଟଙ୍କା ଚନ୍ଦ୍ରଶେଖରପୁର ଡ୍ରାଇଭିଂ ଟେଷ୍ଟ ପାର୍କ ଅଫିସରେ ଦାଖଲ କରିବାକୁ ଅଟୋ ଡ୍ରାଇଭରଙ୍କୁ କୁହାଯାଇଛି।

ଏକାଧିକ ନିୟମ ଉଲ୍ଲଂଘନ ପାଇଁ ଗତକାଲି ହରିଆଣା ଗୁରୁଗ୍ରାମର ଜଣେ ସ୍କୁଟି ଚାଳକଙ୍କ ଉପରେ ୨୩ ହଜାର ଫାଇନ କରିଥିଲା ଟ୍ରାଫିକ ପୁଲିସ। ପରେ ସେହି ଗୁରୁଗ୍ରାମର ଜଣେ ଅଟୋ ଚାଳକଙ୍କ ଉପରେ ୩୭ ହଜାର ଫାଇନ ପଡ଼ିଛି। ଆଜି ସେଠାର ଏକ ଟ୍ରାକ୍ଟର ଉପରେ ୫୯ ହଜାର ଟଙ୍କା ଫାଇନ୍‌ ଭିଡ଼ାଯାଇଛି। ଏଭଳି କଡ଼ା ଫାଇନକୁ ଦେଖି ଲୋକେ ଛାନିଆ ହୋଇଗଲେଣି।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ନୂଆ ନିୟମ ଲାଗୁ ହେବାର ପ୍ରଥମ ଦୁଇଦିନରେ ନିୟମ ଉଲ୍ଲଂଘନ ପାଇଁ ମୋଟ ୩୪ ଲକ୍ଷ ୪୨ ହଜାର ୭୬୯ ଟଙ୍କା ଆଦାୟ ହେବା ସହ ୨୦ଟି ଗାଡି ସିଜ୍ ହୋଇଛି। ନିୟମକୁ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟରେ କନଷ୍ଟେବଲଙ୍କୁ ମଧ୍ୟ ଜରିମାନା ଚାଲାଣ କାଟିବା କ୍ଷମତା ଦେବାକୁ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ପୁଲିସ କମିଶନର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story