ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକରିଣୀ ବୈଠକ ଆରମ୍ଭ

ଭୁବନେଶ୍ୱର: ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି। ଏହି ବୈଠକରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଡ. ମେହଶ ଶର୍ମା, କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପାର ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଆଗାମୀ ୩ ମାସ ଧରି ସଦସ୍ୟ ଅଭିଯାନ ଚଳାଇବା ନେଇ ଏଥିରେ ଆଲୋଚନା ହୋଇଥିଲା। ତା’ସହିତ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ରଣନୀତି ଉପରେ ଆଲୋଚନା […]

BJP 1

BJP 1

Rakesh Mallick
  • Published: Saturday, 09 May 2015
  • Updated: 09 May 2015, 03:47 PM IST

Sports

Latest News

ଭୁବନେଶ୍ୱର: ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି। ଏହି ବୈଠକରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଡ. ମେହଶ ଶର୍ମା, କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପାର ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଆଗାମୀ ୩ ମାସ ଧରି ସଦସ୍ୟ ଅଭିଯାନ ଚଳାଇବା ନେଇ ଏଥିରେ ଆଲୋଚନା ହୋଇଥିଲା। ତା’ସହିତ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ରଣନୀତି ଉପରେ ଆଲୋଚନା ହୋଇଥିଲା।

ସେହିଭଳି ଆଜି ସକାଳେ ଏକ କାର୍ଯ୍ୟକ୍ରମରେ ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହାକୁ କେନ୍ଦ୍ରୀୟ ନେତା କୈଳାସ ବିଜୟ ବର୍ଗିଆ ଉଦଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story