ଓଡ଼ିଶା ବିଧାନ ପରିଷଦ: ବିଜେଡି-ବିଜେପି ଡିଲ୍ ଚୂଡ଼ାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାରେ ବିଧାନ ପରିଷଦ ଗଠନକୁ ଖୁବଶୀଘ୍ର ସଂସଦ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଏନେଇ ବିଜେଡି ଓ ବିଜେପି ମଧ୍ୟରେ ବ୍ୟାକଡୋରରେ ଚାଲିଥିବା ଆଲୋଚନା ସଫଳ ହୋଇଛି ଓ ସଂସଦର ଆଗାମୀ ଶୀତ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବ ଆଣିବା ପାଇଁ ମଧ୍ୟ ସବୁଜ ସଙ୍କେତ ମିଳିଥିବା ଜଣାପଡ଼ିଛି। ବିଜେଡିର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ସଂସଦର ଅନୁମୋଦନ ମିଳିବା ଉପରେ ବିଜେଡି […]

BJDBJP

BJDBJP

Manoranjan Sial
  • Published: Tuesday, 03 September 2019
  • Updated: 04 September 2019, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶାରେ ବିଧାନ ପରିଷଦ ଗଠନକୁ ଖୁବଶୀଘ୍ର ସଂସଦ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଏନେଇ ବିଜେଡି ଓ ବିଜେପି ମଧ୍ୟରେ ବ୍ୟାକଡୋରରେ ଚାଲିଥିବା ଆଲୋଚନା ସଫଳ ହୋଇଛି ଓ ସଂସଦର ଆଗାମୀ ଶୀତ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବ ଆଣିବା ପାଇଁ ମଧ୍ୟ ସବୁଜ ସଙ୍କେତ ମିଳିଥିବା ଜଣାପଡ଼ିଛି।

ବିଜେଡିର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ସଂସଦର ଅନୁମୋଦନ ମିଳିବା ଉପରେ ବିଜେଡି ଏବେ ଅଧିକ ଗୁରୁତ୍ୱ ଦେଉଛି। ବିଜେଡି ନିଜର ଜଣେ ବରିଷ୍ଠ ସାଂସଦଙ୍କୁ ମଧ୍ୟ ଏନେଇ ଦିଲ୍ଲୀ ଦରବାରରେ ଆବଶ୍ୟକ ସମନ୍ୱୟ ରକ୍ଷା ଓ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛି। କେନ୍ଦ୍ରରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବାପରେ ଦୁଇ ଦଳ ମଧ୍ୟରେ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଛି। ଯାହାର ସ୍ପଷ୍ଟ ଆଭାସ ସଂସଦର ମୌସୁମୀ ଅଧିବେଶନରେ ଦେଖିବାକୁ ମିଳିଥିଲା। ସଂସଦରେ ମୋଦି ସରକାରଙ୍କ ୩୦ଟି ବିଲକୁ ବିଜେଡି ଏକତରଫା ସମର୍ଥନ ଦେଇ ନିକଟତର ହେବାକୁ ଉଦ୍ୟମ କରିବା ସହ କେନ୍ଦ୍ର ସରକାରରେ ପଡ଼ିରହିଥିବା ନିଜର ପ୍ରମୁଖ ବିଲ୍ ଓ ପ୍ରସ୍ତାବକୁ ଅନୁମୋଦନ କରାଇ ନେବାକୁ ପ୍ରୟାସ ଜୋରଦାର କରିଛି।

ଏହି କାରଣରୁ ରାଜ୍ୟ ଆଇନ ବିଭାଗ ଗତ ମାସରେ ସମସ୍ତ ବିଭାଗକୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଅନୁମୋଦନ ଅପେକ୍ଷାରେ ଥିବା ତଥା ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିବା ସମସ୍ତ ପ୍ରସ୍ତାବ ଓ ବିଲ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଛି। ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର କାର୍ଯ୍ୟାଳୟ ଏନେଇ ଓଡ଼ିଶା ବିଧାନସଭା ସଚିବାଳୟଙ୍କୁ ଇ-ମେଲ୍ ପଠାଇ କେଉଁ ସବୁ ପ୍ରସ୍ତାବ ଓ ବିଲ୍ ଏବେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଡ଼ି ରହିଛି ତାହା ଜଣାଇବାକୁ କହିଛନ୍ତି। ଆବାସିକ କମିଶନରଙ୍କ ଏହି ଚିଠିକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରିବାକୁ ମଧ୍ୟ ଆଇନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ତାଗିଦ୍ କରାଯାଇଛି।

ସୂଚନା ଅନୁସାରେ, ରାଜ୍ୟ ସରକାର ଏବେ ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ସଂସଦର ଅନୁମୋଦନ ମିଳିବାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ମସିହାରେ ଓଡ଼ିଶା ବିଧାନ ପରିଷଦ ଗଠନ ନିମନ୍ତେ ଏକ କମିଟି ଗଠନ କରିଥିଲେ। ଏହି କମିଟି ଗତବର୍ଷ ଅଗଷ୍ଟ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ରିପୋର୍ଟ ଦେବାପରେ ତାହା ଗତବର୍ଷ ଅଗଷ୍ଟ ୨୪ତାରିଖରେ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା। ସମ୍ବିଧାନର ଧାରା-୭୧ ଅନୁସାରେ ଓଡ଼ିଶାରେ ଏକ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମଧ୍ୟ ୨୦୧୮ ସେପ୍ଟେମ୍ବର ୬ତାରିଖରେ ରାଜ୍ୟ ବିଧାନସଭାର ଅନୁମୋଦନ ମିଳିଥିଲା। ଏହି ବିଧାନ ପରିଷଦ ଗଠନ ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଡ଼ି ରହିଛି।

ବିଧାନ ପରିଷଦରେ ସର୍ବାଧିକ ୪୯ଜଣ ସଦସ୍ୟ ରହିବାର ପ୍ରାବଧାନ ଥିବାରୁ ବିଜେଡି ନିଜର ପରାଜିତ ନେତାମାନଙ୍କୁ ଏଠାରେ ଥଇଥାନ କରିବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ ଏବେ ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ,ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ବିଧାନ ପରିଷଦ କାର୍ଯ୍ୟ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story