ଏ ବର୍ଷ ଖରା ଦିନେ ସନ୍ଧ୍ୟାରେ ବିଦ୍ୟୁତକାଟ ହେବନି

ଭୁବନେଶ୍ୱର: ଚଳିତ ବର୍ଷ  ଖରା ଦିନେ ରାଜ୍ୟରେ ସନ୍ଧ୍ୟାରେ ବିଜୁଳିକାଟ ହେବ ନାହିଁ। ସୋମବାର ଏ ସୂଚନା ଦେଇଛନ୍ତି ଶକ୍ତି ସଚିବ ସୁରେଶ ମହାପାତ୍ର। ସେ କହିଛନ୍ତି, ରାଜ୍ୟର ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ ଉତ୍ପାଦନ ହେଉଛି। ଭଲ ବର୍ଷା ହୋଇଥିବା ଯୋଗୁ ଜଳ ଭଣ୍ଡାରଗୁଡ଼ିରେ ପର୍ଯ୍ୟାପ୍ତ ପାଣି ରହିଛି। ତେଣୁ ୧୬୦୦ରୁ ୧୭୦୦ ମେଗାୱାଟ ପର୍ଯ୍ୟନ୍ତ ଜଳ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ସେହିପରି ଥର୍ମାଲ ସେକ୍ଟରରୁ ୨୦୦୦ରୁ ୨୩୦୦ ମେଗାୱାଟ ବିଜୁଳି ଉତ୍ପାଦନ ହେବ ବୋଲି ସେ […]

Power

Power

Rakesh Mallick
  • Published: Monday, 11 May 2015
  • Updated: 11 May 2015, 10:29 AM IST

Sports

Latest News

ଭୁବନେଶ୍ୱର: ଚଳିତ ବର୍ଷ  ଖରା ଦିନେ ରାଜ୍ୟରେ ସନ୍ଧ୍ୟାରେ ବିଜୁଳିକାଟ ହେବ ନାହିଁ। ସୋମବାର ଏ ସୂଚନା ଦେଇଛନ୍ତି ଶକ୍ତି ସଚିବ ସୁରେଶ ମହାପାତ୍ର। ସେ କହିଛନ୍ତି, ରାଜ୍ୟର ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ ଉତ୍ପାଦନ ହେଉଛି। ଭଲ ବର୍ଷା ହୋଇଥିବା ଯୋଗୁ ଜଳ ଭଣ୍ଡାରଗୁଡ଼ିରେ ପର୍ଯ୍ୟାପ୍ତ ପାଣି ରହିଛି। ତେଣୁ ୧୬୦୦ରୁ ୧୭୦୦ ମେଗାୱାଟ ପର୍ଯ୍ୟନ୍ତ ଜଳ ବିଦ୍ୟୁତ ଉତ୍ପାଦନ ହୋଇପାରିବ। ସେହିପରି ଥର୍ମାଲ ସେକ୍ଟରରୁ ୨୦୦୦ରୁ ୨୩୦୦ ମେଗାୱାଟ ବିଜୁଳି ଉତ୍ପାଦନ ହେବ ବୋଲି ସେ ସୁଚନା ଦେଇଛନ୍ତି। ଖରାଦିନେ ସର୍ବାଧିକ ୪୦୦୦ ମେଗାୱାଟ୍ ବିଜୁଳି ଆବଶ୍ୟକତା ପଡୁଥିବା ବେଳେ ତାହା ପୂରଣ ହୋଇପାରିବ ବୋଲି ଶକ୍ତି ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story