ରଘୁନାଥ ମୁର୍ମୁଙ୍କ ନାଁରେ ହେବ ବାରିପଦା ମେଡିକାଲ କଲେଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁରେ ହେବ ବାରିପଦା ମେଡିକାଲ କଲେଜ। ଶନିବାର ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ’ ୧୮ ତାରିଖରେ ଏହି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ ଏହି କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ସାନ୍ତାଳୀ ଅଲଚିକି ଭାଷାର ପ୍ରଣେତା। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୧୯୦୫ ମସିହା ମେ’୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ରଘୁନାଥ। ୧୯୮୧ ଫେବୃଆରି ୧ […]

raghumurmu

raghumurmu

Rakesh Mallick
  • Published: Saturday, 16 May 2015
  • Updated: 16 May 2015, 02:34 PM IST

ଭୁବନେଶ୍ୱର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁରେ ହେବ ବାରିପଦା ମେଡିକାଲ କଲେଜ। ଶନିବାର ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ’ ୧୮ ତାରିଖରେ ଏହି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀ ଏହି କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ସାନ୍ତାଳୀ ଅଲଚିକି ଭାଷାର ପ୍ରଣେତା।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୧୯୦୫ ମସିହା ମେ’୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ରଘୁନାଥ। ୧୯୮୧ ଫେବୃଆରି ୧ ତାରିଖରେ ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଥିଲେ ଏକାଧାରରେ ଜଣେ ଲେଖବ ଓ ନାଟ୍ୟକାର। ସାନ୍ତାଳୀ ଭାଷାରେ ସେ ଲେଖିଛନ୍ତି ୧୫୦ରୁ ଅଧିକ ବହି। ଏଥି ମଧ୍ୟରେ ରହିଛି ଉପନ୍ୟାସ, କ୍ଷୁଦ୍ରଗଳ୍ପ, ନାଟକ, କବିତା ଓ ବ୍ୟାକରଣ ବହି। ଏଇ ସବୁ ବହିରେ ଅଲଚିକି ଲିପି ବ୍ୟବହାର ହୋଇଛି। ସାନ୍ତାଳୀ ଭାଷା ପାଇଁ ସ୍ବତନ୍ତ୍ର ଲିପିର ଆବଶ୍ୟକତା ଥିବା ଅନୁଭବ କରିଥିଲେ ପଣ୍ଡିତ ରଘୁନାଥ। ଆଉ ୧୯୨୫ରେ ପ୍ରଥମେ ସେ ସାନ୍ତାଳି ଭାଷାକୁ ଲେଖିବା ପାଇଁ ଅଲଚିକି ଲିପିର ଉଦ୍ଭାବନ କରିଥିଲେ। କେବଳ ଏହି ଲିପିକୁ ଉଦ୍ଭାବନ କରିନଥଲେ, ଏହି ଲିପିକୁ ଯେପରି ସାନ୍ତାଳୀ ଭାଷା କହୁଥିବା ଲୋକେ ବ୍ୟବହାର କରିବେ ସେ ଦିଗରେ ବି ପଦକ୍ଷେପ ନେଇଥିଲେ। ତାଙ୍କରି ଉଦ୍ୟମରେ ହିଁ ୧୯୪୬ ମସିହାରେ ଟାଟା ନଗରରେ ସାନ୍ତାଳୀ ଭାଷାର ପ୍ରଥମ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା କରାଯାଇଥିଲା। ସାନ୍ତାଳୀ ଲିଖିତ ସାହିତ୍ୟକୁ ବି ସେ ଦେଇଥିଲେ ନୂତନ ଦିଗ। ସାନ୍ତାଳୀ ଭାଷା ସରକାରୀ ସ୍ୱୀକୃତି ପାଇ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story