କଟକ: ଆନ୍ତଃଜିଲ୍ଳା ଲୁଟେରା ଗ୍ୟାଙ୍ଗ ଠାବ, ୧୪ ଗିରଫ

କଟକ: ଲୁହାପଥର ବୋଝେଇ ଟ୍ରକଗୁଡିକୁ ଲୁଟ କରୁଥିବା ଏହି ଆନ୍ତଃଜିଲ୍ଳା ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିଛି। ୯ ଜଣ ଲୁଟେରାଙ୍କ ସେମତ ମୋଟ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ଲୁଟ ହୋଇଥିବା ଟ୍ରକ ସହ ୨୬ ମେଟ୍ରିକ ଟନର ଲୁହାପଥର ଜବତ ହୋଇଛି। ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଶିଖରପୁର ବାସିନ୍ଦା ରଶ୍ମୀରଞ୍ଜନ ବାଣୁଆ ଗ୍ୟାଙ୍ଗର କିଙ୍ଗ୍ ପିନ୍ ହୋଇଥିବା ବେଳେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର […]

katak

katak

Rakesh Mallick
  • Published: Monday, 07 September 2015
  • Updated: 07 September 2015, 05:44 PM IST

Sports

Latest News

କଟକ: ଲୁହାପଥର ବୋଝେଇ ଟ୍ରକଗୁଡିକୁ ଲୁଟ କରୁଥିବା ଏହି ଆନ୍ତଃଜିଲ୍ଳା ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଧରିଛି। ୯ ଜଣ ଲୁଟେରାଙ୍କ ସେମତ ମୋଟ ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ଲୁଟ ହୋଇଥିବା ଟ୍ରକ ସହ ୨୬ ମେଟ୍ରିକ ଟନର ଲୁହାପଥର ଜବତ ହୋଇଛି। ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଶିଖରପୁର ବାସିନ୍ଦା ରଶ୍ମୀରଞ୍ଜନ ବାଣୁଆ ଗ୍ୟାଙ୍ଗର କିଙ୍ଗ୍ ପିନ୍ ହୋଇଥିବା ବେଳେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଅଜୟ ନାୟକ ନାମକ ଜଣେ ବ୍ୟକ୍ତି ପରଦା ପଛରେ ରହି ପୂରା ନେଟୱର୍କକୁ ପରିଚାଳନା କରୁଥିଲେ। ଗତ ମାସ ୨୬ ତାରିଖ ଦିନ ଜଗତପୁର ଥାନାରେ ଦାୟର ହୋଇଥିବା ଲୁହାପଥର ବୋଝେଇ ଟ୍ରକ ଲୁଟ୍ ସମ୍ପର୍କିତ ଏକ ମାମଲାର ତଦନ୍ତ କରୁଥିବା କମିଶନରେଟ୍ ପୋଲିସ୍ ଏହି ଗ୍ୟାଙ୍ଗକୁ ଠାବ କରିଥିବା ପୋଲିସ କମିଶନର ଆର.ପି ଶର୍ମା ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story