[caption id="attachment_35115" align="alignleft" width="228"] ଗିରଫ ଅଭିଯୁକ୍ତମାନେ[/caption]
କେନ୍ଦୁଝର: କେନ୍ଦୁଝର ସ୍ଥିତ ସିଣ୍ଡିକେଟ୍ ବ୍ୟାଙ୍କରୁ ଜାଲ୍ କାଗଜପତ୍ର ଦେଇ ୭୨ ଲକ୍ଷ ଟଙ୍କା ଋଣ ନେଇଥିବା ଅଭିଯୋଗରେ ଆଜି ୭ଜଣଙ୍କୁ ଗିରଫ କରିଛି ଟାଉନ୍ ପୋଲିସ୍। ୨୦୧୧-୧୨ ମସିହାରେ ୧୧ଜଣଙ୍କୁ ବ୍ୟାଙ୍କ ପକ୍ଷରୁ ଟ୍ରାକଟର ଲୋନ୍ ଦିଆଯାଇଥିଲା। ହେଲେ ଅଡିଟ୍ ବେଳେ ଲୋନ୍ ପାଇଁ ଦିଆଯାଇଥିବା ସବୁ ପଟ୍ଟା ଜାଲ୍ ବୋଲି ଜଣାପଡିଥିଲା। ଏହି ଜାଲିଆତି ସମ୍ପର୍କରେ ବର୍ତ୍ତମାନର ବ୍ୟାଙ୍କ ମ୍ୟାନେଜର ପ୍ରତାପ ଚନ୍ଦ୍ର ଗିରି ଗତ ୨୦୧୪ ମସିହା ଅକ୍ଟୋବର ମାସରେ ଟାଉନ୍ ଥାନାରେ ଏତଲା ଦେଇଥିଲେ। ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କ ସମେତ ୧୪ଜଣଙ୍କ ନାଁରେ ମାମଲା ରୁଜୁ କରି ତନାଘନା ଜାରି ରଖିଥିଲା ପୋଲିସ୍। ଆଉ ଆଜି ୭ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ଲୋନ୍ଧାରୀଙ୍କ କହିବା କଥା ସେମାନେ ଲୋନ୍ ପାଇଁ ଅରିଜିନାଲ୍ ପଟ୍ଟା ଦେଇଥିଲେ। ପୋଲିସ୍ ଦେଖାଉଥିବା ପଟ୍ଟା ସେମାନଙ୍କର ନୁହେଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଓଡ଼ିଶାରେ ଅନଲାଇନ୍ ଗେମ: ୩ ବର୍ଷରେ ୮ରୁ ଅଧିକ ଆତ୍ମହତ୍ୟା!
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
୧୫ ମିନିଟ ଛଟପଟ ହେବା ପରେ ଆଖି ବୁଜିଥିଲେ ପୂର୍ବତନ ଡିଜିପି!
ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ।

Crime
ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?
ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Crime
ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!
2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
ପୁଲିସ୍ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।