କ୍ରିସ ହିପକିନ୍ସ ହେବେ ନ୍ୟୁଜିଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ

ମହାମାରୀ କରୋନା ରେସପନ୍ସ ମନ୍ତ୍ରୀ ଭାବେ କାମ କରି ସମସ୍ତଙ୍କ ପ୍ରଶଂସା ପାଇଥିବା କ୍ରିସ ଏକମାତ୍ର ସାଂସଦ ଭାବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

Chris Hipkins

କ୍ରିସ ହିପକିନ୍ସ (ଫାଇଲ ଫଟୋ)

Hemant Lenka
  • Published: Saturday, 21 January 2023
  • Updated: 21 January 2023, 03:32 PM IST

ସମସ୍ତଙ୍କୁ ଚକିତ କରି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ଜାସିଣ୍ତା ଆର୍ଡେନଙ୍କ ସ୍ଥାନ ନେବେ କ୍ରିସ ହିପକିନ୍ସ। ମହାମାରୀ କରୋନା ରେସପନ୍ସ ମନ୍ତ୍ରୀ ଭାବେ କାମ କରି ସମସ୍ତଙ୍କ ପ୍ରଶଂସା ପାଇଥିବା କ୍ରିସ ଏକମାତ୍ର ସାଂସଦ ଭାବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଶାସକ ଲେବର ପାର୍ଟି ମଧ୍ୟ ଏହାକୁ ସମର୍ଥନ କରିଛି। ତେଣୁ ସେ ହିଁ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହେବା ଏକପ୍ରକାରର ନିଶ୍ଚିତ ହୋଇଛି।

୪୪ ବର୍ଷୀୟ କ୍ରିସଙ୍କୁ ରବିବାର ଲେବର ପାର୍ଟିର ସାଂସଦମାନେ ବିଧିବଦ୍ଧ ଭାବେ ସଂସଦରେ ସମର୍ଥନ ଘୋଷଣା କରିବେ। ଏହାପରେ ସେ ଦେଶର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ।

ଅକ୍ଟୋବର ୧୪ରେ ନ୍ୟୁଜିଲ୍ୟାଣ୍ଡରେ ସାଧାରଣ ନିର୍ବାଚନ ହେବ। ଏହି ସମୟରେ ଲେବର ପାର୍ଟି କ୍ରିସଙ୍କ ନେତୃତ୍ୱରେ ଲଢ଼ିବ। ଦରବୃଦ୍ଧି, ଦାରଦ୍ର୍ୟ ଓ ଅପରାଧ ନ୍ୟୁଜିଲ୍ୟାଣ୍ଡରେ ବଢ଼ୁଥିବା ବିରୋଧୀ ଅଭିଯୋଗ କରି ଚାଲିଛନ୍ତି। ବିରୋଧୀଙ୍କ ସ୍ୱର ଦିନକୁ ଦିନ ଶାଣିତ ହେବାରୁ ଗୁରୁବାର ଜାସିଣ୍ଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ କ୍ରିସ ତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ସେ ବର୍ତ୍ତମାନ ବିରୋଧୀଙ୍କ ଏହି ସବୁ ପ୍ରସଙ୍ଗକୁ କେମିତି ମୁକାବିଲା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Also Read

ଲେବର ପାର୍ଟିର ବରିଷ୍ଠ ସଦସ୍ୟ ଡୁନକାନ ୱେବ କହିଛନ୍ତି, “ଲେବର ପାର୍ଟିର ସାଂସଦମାନେ ରବିବାର ଦିନ ୧ଟାରେ ବୈଠକ କରିବେ। ଏହାପରେ କ୍ରିସଙ୍କୁ ଦଳର ନେତା ଭାବେ ନିର୍ବାଚିତ କରିବେ। ଏଥିସହ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାଖଲ କରିଥିବା ନାମାଙ୍କନକୁ ସମର୍ଥନ ଘୋଷଣା କରିବେ।”

୪୨ ବର୍ଷୀୟ ଜାସିଣ୍ଡା କ୍ରମାଗତ ୨ଥର ନିର୍ବାଚନ ଜିତି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ କରୋନା ଓ ଆତଙ୍କବାଦୀ ଆକ୍ରମଣକୁ ସେ ଭଲ ଭାବେ ମୁକାବିଲା କରିପାରିଥିଲା। ଏଥିପାଇଁ ସମଗ୍ର ବିଶ୍ୱରେ ସେ ଖ୍ୟାତି ଅର୍ଜନ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ହେବାର ୩ ବର୍ଷ ପରେ ସେ ହଠାତ୍‌ ଗୁରୁବାର ନିଜ ପଦ ଛାଡ଼ିବାକୁ ଯାଉଥିବା ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story