କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ୧ଲକ୍ଷ ଏକର ଜମିରେ ହେବ କଫି ଚାଷ

ଆଦିବାସୀ ଅଂଚଳରେ ପାରମ୍ପରିକ ଫସଲ ପଦ୍ଧତିର ଏକ ଉପଯୁକ୍ତ ବିକଳ୍ପ ଭାବେ କଫି ଚାଷ ଅଧିକ ସୁଯୋଗ ସୃଷ୍ଟି କରିଛି ।

Coffee

Representational Image

Ordigital Desk
  • Published: Monday, 22 January 2024
  • Updated: 22 January 2024, 08:55 PM IST

Sports

Latest News

ରାଜ୍ୟରେ ଆସନ୍ତା ୧୦ବର୍ଷ ମଧ୍ୟରେ ଏକ ଲକ୍ଷ ଏକର ଜମିରେ କଫି ଚାଷ କରାଯିବ । ଏଥିପାଇଁ ରାଜ୍ୟର ୬ଟି ଆଦିବାସୀ ଅଧ୍ୟ୍ୟୁଷିତ ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତି, ଜଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ଅଧୀନରେ କଫି ଚାରା(ନର୍ସରୀ) ପ୍ରସ୍ତୁତ କରିବା ନିମନ୍ତେ ମହିଳା ଏସଏଚଜିଗୁଡ଼ିକୁ ସାମିଲ କରାଯିବ ଓ ୫୦ହଜାରରୁ ଅଧିକ ଚାଷୀ ପରିବାର ମଧ୍ୟ ଉପକୃତ ହେବେ ।

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, କଫି ନର୍ସରୀ ପ୍ର୍‌ସ୍ତୁତିରେ ଏଣିକି ମହିଳା ଏସଏଚଜି ଗୋଷ୍ଠୀଙ୍କୁ ସାମିଲ କରାଯିବ । ଆଦିବାସୀ ଅଂଚଳରେ ପାରମ୍ପରିକ ଫସଲ ପଦ୍ଧତିର ଏକ ଉପଯୁକ୍ତ ବିକଳ୍ପ ଭାବେ କଫି ଚାଷ ଅଧିକ ସୁଯୋଗ ସୃଷ୍ଟି କରିଛି । ଏହା ସବୁଠାରୁ ଅର୍ଥକାରୀ ଫସଲ ଭାବେ ଉଭା ହୋଇଛି ।

Also Read

ଏହି ଯୋଜନା ମାଧ୍ୟମରେ ୨୦୨୨-୨୩ରୁ ୨୦୨୬-୨୭ ମସିହା ମଧ୍ୟରେ ମୋଟ ୧୧୪୪କୋଟି ଟଙ୍କା ବ୍ୟୟବରାଦର ଲକ୍ଷ୍ୟ ରଖାଯାଇଛି । ସେଥିରୁ ୫୬୭କୋଟି ଟଙ୍କା ରାଜ୍ୟ ଯୋଜନା ଓ ୫୭୭କୋଟି ଟଙ୍କା ଅନ୍ୟ ଯୋଜନା ସହିତ ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଆଗାମୀ ବର୍ଷରେ ଏହି ଯୋଜନାରେ ଉତ୍ପାଦର ମୂଲ୍ୟବୃଦ୍ଧି ଓ କିଣାବିକା ଦିଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ । ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । କଫିର ଉତ୍ପାଦକତା ବୃଦ୍ଧି, ଗୁଣବତ୍ତା ବୃଦ୍ଧି, ଭିତ୍ତିଭୂମି ନିର୍ମାଣ ଓ ଉତ୍ପାଦକ ବ୍ରାଣ୍ଡର ବିକାଶ ପାଇଁ କଫି ବୋର୍ଡ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ସଂଗଠନର ସହଭାଗିତାରେ କାର୍ଯ୍ୟ କରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story