୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବିଡେନ୍‌

ୱାଶିଂଟନ୍‌: ଆମେରିକାର ଉପରାଷ୍ଟ୍ରପତି ଜୋ ବିଡେନ୍‌ ୨୦୨୦ରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି। ଯଦି ସେ ନିର୍ବାଚନ ଜିତି ଯାଆନ୍ତି ତେବେ ସେ ୭୮ବର୍ଷ ବୟସରେ ରାଷ୍ଟ୍ରପତି ପଦରେ ବସିବେ ଏବଂ ଆମେରିକାର ସବୁଠୁ ବରିଷ୍ଠ ରାଷ୍ଟ୍ରପତି ହେବେ ବୋଲି ସେ କହିଛନ୍ତି। ୨୦୧୫ରେ ବିଡେନ୍‌ ଭବିଷ୍ୟତରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ କିନ୍ତୁ ନ ଲଢ଼ିବା ପାଇଁ କୌଣସି […]

koe-biden

koe-biden

Rakesh Mallick
  • Published: Tuesday, 06 December 2016
  • Updated: 04 May 2017, 03:44 PM IST

Sports

Latest News

ୱାଶିଂଟନ୍‌: ଆମେରିକାର ଉପରାଷ୍ଟ୍ରପତି ଜୋ ବିଡେନ୍‌ ୨୦୨୦ରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି। ଯଦି ସେ ନିର୍ବାଚନ ଜିତି ଯାଆନ୍ତି ତେବେ ସେ ୭୮ବର୍ଷ ବୟସରେ ରାଷ୍ଟ୍ରପତି ପଦରେ ବସିବେ ଏବଂ ଆମେରିକାର ସବୁଠୁ ବରିଷ୍ଠ ରାଷ୍ଟ୍ରପତି ହେବେ ବୋଲି ସେ କହିଛନ୍ତି।

୨୦୧୫ରେ ବିଡେନ୍‌ ଭବିଷ୍ୟତରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ କିନ୍ତୁ ନ ଲଢ଼ିବା ପାଇଁ କୌଣସି ପ୍ରତିଜ୍ଞା କରିନଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story