ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼ିବାକୁ ହେବ: ମୋଦି

ନୂଆଦିଲ୍ଲୀ: ଅମୃତସରରେ ଆରମ୍ଭ ହୋଇଥିବା ହାର୍ଟ ଅଫ୍‌ ଏସିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଫାଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏହି ଅବସରରେ  ମୋଦି କହିଛନ୍ତି,“ଅମୃତସହର ଏକ  ଶାନ୍ତି  ଓ ପବିତ୍ର ସହର। ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼ିବାକୁ ହେବ। ସମସ୍ତଙ୍କୁ ଏକଜୁଟ ହୋଇ ଲଢ଼ି ବାକୁ ପଡ଼ିବ। ସେ ଆହୁରି କହିଛନ୍ତି,“ସୀମାରେ  ଆତଙ୍କବାଦୀକୁ ଶେଷ କରିବାକୁ ହେବ। ଏଥିପାଇଁ ସମସ୍ତଙ୍କୁ ମିଶି ଲଢ଼ିବାକୁ ପଡ଼ିବ।” ମୋଦି […]

pm-modi

pm-modi

Rakesh Mallick
  • Published: Sunday, 04 December 2016
  • Updated: 04 December 2016, 04:21 PM IST

Sports

Latest News

ନୂଆଦିଲ୍ଲୀ: ଅମୃତସରରେ ଆରମ୍ଭ ହୋଇଥିବା ହାର୍ଟ ଅଫ୍‌ ଏସିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଫାଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ହୋଇଛି।

ଏହି ଅବସରରେ  ମୋଦି କହିଛନ୍ତି,“ଅମୃତସହର ଏକ  ଶାନ୍ତି  ଓ ପବିତ୍ର ସହର। ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼ିବାକୁ ହେବ। ସମସ୍ତଙ୍କୁ ଏକଜୁଟ ହୋଇ ଲଢ଼ି ବାକୁ ପଡ଼ିବ।

ସେ ଆହୁରି କହିଛନ୍ତି,“ସୀମାରେ  ଆତଙ୍କବାଦୀକୁ ଶେଷ କରିବାକୁ ହେବ। ଏଥିପାଇଁ ସମସ୍ତଙ୍କୁ ମିଶି ଲଢ଼ିବାକୁ ପଡ଼ିବ।”

ମୋଦି କହିଛନ୍ତି,“ଆଫାଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନିଙ୍କ ସହ ମିଶି ହାର୍ଟ ଅଫ୍‌ ଏସିଆ ସମ୍ମିଳନୀ ଉଦଘାଟନ କରିବା ମୋ ପାଇଁ ଖୁସିର କଥା । ଆଫଗାନିସ୍ତାନ ସହ ଭାରତର ଘନିଷ୍ଟ ସଂପର୍କ।”

ହାର୍ଟ ଅଫ୍‌ ଏସିଆ ସମ୍ମିଳନୀରେ ମୋଟ ୪୦ଟି ଦେଶ ଏବଂ ୟୁରୋପୀୟ ସଂଘର ପ୍ରତିନିଧିମାନେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story