ଯେଉଁମାନେ ବିମୁଦ୍ରାକରଣକୁ ବିରୋଧ କରୁଛନ୍ତି ସେମାନେ ପାକିସ୍ତାନୀ: ପ୍ରଧାନମନ୍ତ୍ରୀ

ବାରଣାସୀ: “ଯେଉଁମାନେ ବିମୁଦ୍ରାକରଣକୁ ବିରୋଧ କରୁଛନ୍ତି ସେମାନେ ପାକିସ୍ତାନୀ। ମୁଁ କେବେବି ଚିନ୍ତା କରିନଥିଲି ଦୁର୍ନୀତି ହଟାଇବା ବଦଳରେ କିଛି ରାଜନେତା ଦୁର୍ନୀତିକୁ ସମର୍ଥନ କରିବେ।” ବିମୁଦ୍ରାକରଣ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ନିର୍ବାଚନମଣ୍ଡଳୀ ବାରଣାସୀରେ ଜନସାଧାରଣଙ୍କୁ ଉଦ୍‌ବୋଧନ ବେଳେ ବିରୋଧୀଙ୍କୁ ଏଭଳି ଆପେକ୍ଷ କରିଛନ୍ତି। ସେ କହିଛନ୍ତି,“ଦେଶରେ ଗରିବି ହଟାଇବା ଲାଗି ବର୍ତ୍ତମାନର ଯୁବପୀଢ଼ି ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ ସହ ନୂଆ ଜ୍ଞାନ କୌଶଳ ବ୍ୟବହାର କରିବା ଉଚିତ। ନିଜ ପାଖରେ ରଖିଥିବା […]

narendra-modi

narendra-modi

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 05:40 PM IST

Sports

Latest News

narendra-modiବାରଣାସୀ: “ଯେଉଁମାନେ ବିମୁଦ୍ରାକରଣକୁ ବିରୋଧ କରୁଛନ୍ତି ସେମାନେ ପାକିସ୍ତାନୀ। ମୁଁ କେବେବି ଚିନ୍ତା କରିନଥିଲି ଦୁର୍ନୀତି ହଟାଇବା ବଦଳରେ କିଛି ରାଜନେତା ଦୁର୍ନୀତିକୁ ସମର୍ଥନ କରିବେ।” ବିମୁଦ୍ରାକରଣ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ନିର୍ବାଚନମଣ୍ଡଳୀ ବାରଣାସୀରେ ଜନସାଧାରଣଙ୍କୁ ଉଦ୍‌ବୋଧନ ବେଳେ ବିରୋଧୀଙ୍କୁ ଏଭଳି ଆପେକ୍ଷ କରିଛନ୍ତି।

ସେ କହିଛନ୍ତି,“ଦେଶରେ ଗରିବି ହଟାଇବା ଲାଗି ବର୍ତ୍ତମାନର ଯୁବପୀଢ଼ି ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ ସହ ନୂଆ ଜ୍ଞାନ କୌଶଳ ବ୍ୟବହାର କରିବା ଉଚିତ। ନିଜ ପାଖରେ ରଖିଥିବା ମୋବାଇଲ ଫୋନ୍‌ ହେଉଛି ବ୍ୟାଙ୍କ ସଦୃଶ।”

ରାହୁଲ ଗାନ୍ଧୀଙ୍କ ନାଁ ନନେଇ ମୋଦି କହିଛନ୍ତି,“ଜନସାଧାରଣଙ୍କୁ କିଭଳି କହିବାକୁ ହୁଏ ତାହା ଶିଖିବାକୁ ପଡ଼ିବ। ଯେଉଁମାନେ ଭୂକମ୍ପ କଥା କହୁଛନ୍ତି ଦେଶରୁ ଭୂକମ୍ପ ଚାଲିଗଲା ବୋଲି ଭାବିବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story