ଜୟଲଲିତାଙ୍କ ବିୟୋଗରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିୟୋଗରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଭବନ ଉପରେ ଉଡୁଥିବା ତ୍ରିରଙ୍ଗାକୁ ଅର୍ଦ୍ଧନିମିତ କରାଯାଇଛି। ଜୟଲଳିତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ ମାଧ୍ୟମରେ ଶୋକ ପ୍ରକାଶ କରିବା ସହ ତାଙ୍କର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଛନ୍ତି। ତାମିଲନାଡ଼ୁରେ ୭ଦିନ ପର୍ଯ୍ୟନ୍ତ ଶୋକ ପାଳନ କରାଯିବା ସହ ତିନିଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। […]

tri-ranga

tri-ranga

Rakesh Mallick
  • Published: Tuesday, 06 December 2016
  • Updated: 07 December 2016, 07:37 AM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିୟୋଗରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଭବନ ଉପରେ ଉଡୁଥିବା ତ୍ରିରଙ୍ଗାକୁ ଅର୍ଦ୍ଧନିମିତ କରାଯାଇଛି।

ଜୟଲଳିତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ ମାଧ୍ୟମରେ ଶୋକ ପ୍ରକାଶ କରିବା ସହ ତାଙ୍କର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଛନ୍ତି।

ତାମିଲନାଡ଼ୁରେ ୭ଦିନ ପର୍ଯ୍ୟନ୍ତ ଶୋକ ପାଳନ କରାଯିବା ସହ ତିନିଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏହା ସହ ଉତ୍ତରାଖଣ୍ଡ, କର୍ଣ୍ଣାଟକ ଏବଂ ବିହାରରେ ଦିନ ଶୋକ ପାଳନର ଘୋଷଣା କରାଯାଇଛି।

ଓଡ଼ିଶାରେ ଶୀତ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story